Only for Entertainment

ବିବାହ ବନ୍ଧନରେ ପ୍ରିନ୍ସ ହ୍ୟାରୀ ଏବଂ ମେଗନ ମର୍କେଲ, ବିବାହରେ ଦେଖିବାକୁ ମିଳିଲା ପ୍ରିୟଙ୍କାଙ୍କ ରୟାଲ ଲୁକ

Times Colonist
0 65

ପ୍ରିନ୍ସ ହ୍ୟାରୀ ଏବଂ ଅଭିନେତ୍ରୀ ମେଗନଙ୍କ ରୟାଲ ୱେଡିଂ ୧୯ ମଇରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ୱିଣ୍ଡସର ମହଲର ସେଣ୍ଟ ଜଜ ଚ୍ୟାପେଲରେ ବିବାହ ଅନୁଷ୍ଠିତ ହୋଇଥିଲା । ମେଗନ ବିବାହରେ ବୋଟ ନେକର ହ୍ୱାଇଟ ଗାଉନ ପିନ୍ଧିଥିବା ବେଳେ ପ୍ରିନ୍ସ ହ୍ୟାରୀ ବ୍ଲୁ ଏବଂ ରୟାଲ କୋଟ ପିନ୍ଧିଥିଲେ ।

Royal Wedding1

ବିବାହରେ ୬୦୦ ଅତିଥି ଯୋଗ ଦେଇଥିଲେ । ହଜାର ହଜାର ଲୋକ ପ୍ରିନ୍ସ ଏବଂ ମେଗଲଙ୍କ ବିବାହକୁ ପରଦାରେ ଲାଇଭ ଦେଖିଥିଲେ । ବିବାହ ପରେ ଦୁହେଁ ଶୋଭାଯାତ୍ରାରେ ବାହାରିଥିଲେ ଏବଂ ରାସ୍ତାରେ ଠିଆ ହୋଇଥିବା ହଜାର ହଜାର ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ ।

mrg

ଏହି ରୟାଲ ୱେଡିଂରେ ଏକମାତ୍ର ବଲିଉଡ ଅଭିନେତ୍ରୀ ପ୍ରିୟଙ୍କ ଚୋପ୍ରା ଯୋଗ ଦେଇଥିଲେ । ପ୍ରିୟଙ୍କା କେଉଁ ଅନ୍ଦାଜରେ ନଜର ଆସିବେ ବୋଲନି ସମସ୍ତେ ଅନୁମାନ ଲଗାଇଥିଲେ । କିନ୍ତୁ ଏବେ ପ୍ରିୟଙ୍କାଙ୍କୁ ଲୁକ ସାମ୍ନାକୁ ଆସିଛି । ପ୍ରିୟଙ୍କା ବିବିଏନ ବେଷ୍ଟବୁଡଙ୍କ ଡ୍ରେସରେ ବିବାହରେ ନଜର ଆସିଥିଲେ । ଏହା ସହିତ ହ୍ୟାଟ ତାଙ୍କ ଲୁକକୁ ପରିପୂର୍ଣ୍ଣ କରିଥିଲା । ପ୍ରିୟଙ୍କାଙ୍କ ଏହି ଲୁକରେ ଖୁବ ସୁନ୍ଧର ଦେଖାଯାଉଥିବା ବେଳେ ସମସ୍ତେ ତାଙ୍କର ଏହି ଲୁକକୁ ପ୍ରଶଂସା ମଧ୍ୟ କରିଛନ୍ତି । ଦେଖନ୍ତୁ ପ୍ରିୟଙ୍କାଙ୍କ ରୟାଲ ଲୁକର କିଛି ଫଟୋ …

priyanka-copra

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More