Only for Entertainment

ପ୍ରିନ୍ସ ହ୍ୟାରୀ ଏବଂ ମେଗନ ମର୍କଲଙ୍କ ବିବାହରେ ଏହି ଉପହାର ଦେବ ଭାରତ ।

bollywood tadka
0 59

ବ୍ରିଟେନର ପ୍ରିନ୍ସ ହ୍ୟାରୀ ଏବଂ ଆମେରିକାର ଅଭିନେତ୍ରୀ ମେଗନ ମର୍କଲ ଆଜି ବିବାହ । ଏହି ରୟାଲ ୱେଡିଙ୍ଗରେ ଉପହାରରେ ଭାରତ ଦେବ ଏକ ଶଣ୍ଢ । ମେରୀ-ଦ ଇଣ୍ଡିଆନ ବୁଲ ନାମକ ଏହି ଶଣ୍ଢ ମହାରାଷ୍ଟ୍ରରେ ଏକ ଶହ ବର୍ଷ ଧରି ରହିଆସୁଛି । ପ୍ରିନ୍ସ ହ୍ୟାୀ ଏବଂ ମେଗନଙ୍କୁ ସମ୍ମାନ ଜଣାଇ ଏହି ଶଣ୍ଢର ନାମ ରଖଯାଇଛି ମେରୀ । ଏହା ତାଙ୍କ ବିବାହରେ ସବୁଠଶରୁ ଭିନ୍ନ ଉପହାର ହେବ । କାରଣ ସେହି ଦୁଇଜଣ ପଶୁଙ୍କୁ ଖୁବ ଭଲ ପାଆନ୍ତି ଏହା କାହାକୁ ଅଛପା ନାହିଁ । ପଶୁ ଅଧିକାର ପାଇଁ କାମ କରୁଥିବା ସଂସ୍ଥା ପୀଟା ଏହି ଶଣ୍ଢକୁ କୋଳେଇ ନେଇଛନ୍ତି ।

ଥଣ୍ଡା ମୌସୁମୀ ଯୋଗୁଁ ମେରୀକୁ ଲଣ୍ଡନ ପଠାଯାଇପାରିବ ନାହିଁ । ତେଣୁ ମେରୀର ଫଟୋକୁ ଏକ ସୁନ୍ଦର ଫ୍ରେମ କରି ଲଣ୍ଡନ ପଠାଯିବ । ପୀଟା ଇଣ୍ଡିଆର କହିବା ଅନୁସାରେ ତାଙ୍କୁ ଏହି ଷଣ୍ଢ ଥକି ଯାଇଥିବା ଅବସ୍ଥାରେ ଏବଂ ଖରାପ ସ୍ୱାସ୍ଥ୍ୟ ଓ ଆହତ ଭାବରେ ମିଳିଥିଲା । କିନ୍ତୁ ଏହାର ଦେଖାରେଖା କରିବା ପରେ ସେ ଏବେ ଠିକ ଅଛି । ତେବେ ଏହି ଉପହାର ନିଆତି ଭାବରେ ସେମାନଙ୍କ ପାଇଁ ଖାସ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More