Only for Entertainment

ରିଲିଜ ହେଲା ଡେଡପୁଲ୨ର ଫାଇନାଲ ଟ୍ରେଲର ।

Hindustan Times
0 34

ସୁପରହିରୋଙ୍କ ଫିଲ୍ମକୁ ପସନ୍ଦ କରୁଥିବା ଦର୍ଶକ ମାନଙ୍କ ପାଇଁ ଖୁସି ଖବର । ଆଭେଞ୍ଜର୍ସ ପରେ ଏବେ ମେ ୧୮ରେ ପରଦାରେ ଧମାକା ମଚାଇବ ଏହି ଫିଲ୍ମ । ଲମ୍ବା ସମୟ ଧରି ଅପେକ୍ଷା କରିଥିବା ‘ଡେଡପୁଲ୨’ ଫିଲ୍ମର ଆଉ ଏକ ଟ୍ରେଲର ରିଲିଜ ହୋଇଛି । ଦେଖନ୍ତୁ-

ଏହି ଫିଲ୍ମରେ ରେୟାନ ରେନଲ୍ଡସ ମୁଖ୍ୟ ଭୂମିକାରେ ନଜର ଆସିବେ । ରେୟାନ ରେନଲ୍ଟସଙ୍କ ବ୍ୟତୀତ ଆହୁରି ଅନେକ ସୁପର ହିରୋ ଏହି ଫିଲ୍ମରେ ନଜର ଆସିବେ । ଫିଲ୍ମ ଡେଡପୁଲର ନିର୍ଦ୍ଧେଶକ ହେଉଛନ୍ତି ଡେବିଡ ଲିଂଚ । ଏଠାରେ ଆମେ କହି ରଖୁଛୁ ଯେ ୨୦୧୬ରେ ଆସିଥିବା ଫିଲ୍ମ ଡେଡପୁଲର ଏହା ସିକ୍ୱେଲ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More