Only for Entertainment

‘ସାହୋ’ ଷ୍ଟାର ‘ପ୍ରଭାସ’ଙ୍କ ହୋମଟାଉନ ରାସ୍ତା କଡରେ ଲାଗିଲା ୨୦୦ଫିଟରବ ବ୍ୟାନର !

143

ଫିଲ୍ମ ନିର୍ମାତା ସୁଜୀତ ଆଗାମୀ ଫିଲ୍ମ ‘ସାହୋ’ ପାଇଁ ଫ୍ୟାନ୍ସ ଏବେ ଠାରୁ ଖୁବ ଉତ୍ସାହିତ । ଚଳିତ ବର୍ଷ ମୋଷ୍ଟ ଆୱେଟେଡ ଫିଲ୍ମ ମଧ୍ୟରୁ ଗୋଟିଏ ହେଉଛି ଫିଲ୍ମ ‘ସାହୋ’ । କାଲି ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ । ଯେଉଁଥିରେ ବାହୁବଲୀ ଷ୍ଟାର ପ୍ରଭାସ ପୁଣିଥରେ ନିଜର ଦମଦାର ଏଂଟ୍ରି ନେବାକୁ ଯାଉଛନ୍ତି । ଏହି ଫିଲ୍ମରେ ଶ୍ରଦ୍ଧାଙ୍କ ସହ କରିବେ ରୋମାନ୍ସ ।

ସେମିତି ବି ଏହି ଫିଲ୍ମରେ ପ୍ରଭାସ ଫ୍ୟାନ୍ସ ଏହି ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଥିଲେ । କିନ୍ତୁ ପ୍ରିୟ ଷ୍ଟାର ପ୍ରଭାସଙ୍କ ପାଇଁ ସାଉଥର ଫ୍ୟାନ୍ସ ଏଭଳି ଭଲ ପାଇବା ଦେଖାଇଥାଆନ୍ତି, ତାହାର କୌଣସି ଜବାବ ନାହିଁ । କିଛି ଏଭଳି ପ୍ରଭାସଙ୍କ ଫ୍ୟାନ କରିଛନ୍ତି ।


ନିଜ ସୁପରଷ୍ଟାର ପ୍ରଭାସଙ୍କ ପାଇଁ ଦିୱାନା ତାଙ୍କ ହୋମଟାଉନ ଭୀମାବରମ, ଆନ୍ଧ୍ରପ୍ରଦେଶର କିଛି ଫ୍ୟାନ୍ସମାନେ ତାଙ୍କର ୨୦୦ଫିଟର ଚଉଡା ବ୍ୟାନର ପ୍ରସ୍ତୁତ କରିଛନ୍ତି । ଯାହା ରାସ୍ତାର ଧାରରେ ଲଗାଯାଇଛି । ଏହି ବ୍ୟାନରର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More