Only for Entertainment

ବର୍ଥଡେ ସ୍ପେଶାଲ: ସାମ୍ନାକୁ ଆସିଲା ପ୍ରଭାସଙ୍କ ଫିଲ୍ମ ସାହୋ’ର ପ୍ରଥମ ମେକିଂ ଭିଡିଓ, ଅବୁଧାବିରେ ହୋଇଥିଲା ସୁଟିଂ !

TheNewsMinute
57

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ସାହୋ’ର ପ୍ରଥମ ମେକିଂ ଭିଡିଓ ରିଲିଜ କରାଯାଇଛି । ବାହୁବଲୀ ପରେ ଏବେ ପର୍ଯ୍ୟନ୍ତ ତାଙ୍କର କୌଣସି ଫିଲ୍ମ ଆସି ନଥିଲା ପରଦାକୁ । ତେବେ ଏବେ ତାଙ୍କର ଅପକମିଂ ଫିଲ୍ମ ‘ସାହୋ’ର ମେକିଂ ଭିଡିଓ ଗାରି କରାଯାଇଛି । ପ୍ରଭାସଙ୍କ ଜନ୍ମଦିନରେ ନିର୍ମାତା ଏହି ମେକିଂ ଭିଡିଓ ଜାରି କରି ଫ୍ୟାନ୍ସ ମାଦଙ୍କୁ ସରପ୍ରାଇଜ ଦେଇଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଭିଡିଓ ଆବୁଧାବିରେ ସୁଟ କରାଯାଇଛି । ଭିଡିଓ ଦେଖି ଆପଣ ଅନୁମାନ ଲଗାଇ ପାରିବେ ଯେ ଏହି ଫିଲ୍ମ କିଭଳି ହେବାକୁ ଯାଉଛି ଏବଂ ଏହା ପରଦାରେ କଣ ଧମାଲ ମଚାଇବ ତାହା କେବଳ ଦେଖିବାକୁ ବାକି ରହିଲା । ଏହି ଫିଲ୍ମରେ ପ୍ରଭାସ ଜାସୁସ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More