Only for Entertainment

ଶାହାରୁଖ କହିଲେ ମୁଁ ଖୁବ ହାର୍ଟଫେଲ୍ଟ, ସଲମାନଙ୍କ ସହିତ ପ୍ରେମ ହୋଇଯିବ ।

aajtak
0 42

ସଲମାନ ଓ ଶାହାରୁଖ ପୁରୁଣା ଦିନକୁ ଭୁଲି ପୁଣିଥରେ ସଂପର୍କର ହାତ ବଢାଇଛନ୍ତି । ଦୁଇ ଜଣଙ୍କ କେମେଷ୍ଟ୍ରି ଏତେ ଗଭୀର ରିଆଲିଟି ଶୋ ‘ଦଶ କାମ ଦମ’ରେ ନଜର ଆସିବ ।

ଦଶ କା ଦମ୍ର ଫିନାଲେ ଏପିସୋଡର ଏକ ପ୍ରମୋ ରିଲିଜ କରାଯାଇଛି । ଭିଡ଼ିଓରେ ଶାହାରୁଖ,ସଲମାନ ଓ ରାନୀ ମୁଖାର୍ଜୀ ନଜର ଆସିଛନ୍ତି । ଭିଡ଼ିଓରେ ରାନୀ ଶାହାରୁଖଙ୍କ ଓ ସଲମାନଙ୍କୁ ଆଖିରେ ଆଖି ମିଶାଇବାକୁ କହୁଛନ୍ତି । କିନ୍ତୁ ଦୁଇ ଜଣ ଆଖି ବନ୍ଦ କରି ଦେଉଛନ୍ତି । ଶାହାରୁଖ କହୁଛନ୍ତି,ମୁଁ ଏଭଳି କରିପାରିବି ନାହିଁ,ମୁଁ ଖୁବ ହାର୍ଟ ଫେଲ୍ଟ,ମୋତେ ସଲମାନଙ୍କୁ ପ୍ରେମ ହୋଇଯିବ । ଅନ୍ୟ ପକ୍ଷରେ ସଲମାନ ମଧ୍ୟ ଆଖି ବନ୍ଦ କରି ଦେଉଛନ୍ତି । ଏହିଭଳି ମସ୍ତୀଭରା ଅନ୍ଦାଜରେ ନଜର ଆସିଛନ୍ତି ଏହି ଦୁଇ ସୁପରଷ୍ଟାର ।

ଶାହାରୁଖ ସଲମାନଙ୍କ କହିବା ଅନୁସାରେ ଏହି ଶୋ’କୁ ଆସିଥିଲେ । ଶୋ’ର ଫିନାଲେ ୮ ଏବଂ ୯ ସେପ୍ଟେମ୍ବରକୁ ଟେଲିକାଷ୍ଟ ହେବ । ସଲମାନ ତାଙ୍କ ଅନ୍ୟ ଶୋ ବିଗବସ ପାଇଁ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ତେବେ ସଲମାନ ଏହି ଥର ଖୁବ ସାରା ପରିବର୍ତ୍ତନ ସହିତ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More