Only for Entertainment

ଟିମ କେକେଆରର ଡ୍ରାମା ଦେଖି ଶାହାରୁଖ କହିଲେ ମୁଁ କ୍ରକେଟ ଛାଡ଼ି ଦେଉଛି । ତୁମେ ସମସ୍ତେ ମୋ ପାଇଁ ଅଭିନୟ ଛାଡ଼ି ଦିଅ ।

aajtak
0 60

ଆଇପିଏଲରେ ଶାହାରୁଖ ଖାନଙ୍କ ଟିମ କେକେଆରଙ୍କ ପ୍ରଦର୍ଶନ ଖୁବ ଭଲ ରହିଛି । ଅଧିକାଂଶ ସମୟରେ ଶାହାରୁଖ ତାଙ୍କ ଟିମକୁ ଖୁସି କରିବା ପାଇଁ ବନ୍ଧୁ ଏବଂ ପରିବାର ଠାରୁ ସମୟ ବାହାର କରି ପହଂଚନ୍ତି । କିନ୍ତୁ ଟିମ କେକେଆର ଏହିଥର ଏଭଳି କିଛି କରିଛନ୍ତିଯେ ଶାହାରୁଖ କହିଲେ ମୁଁ କ୍ରିକେଟ ଛାଡ଼ି ଦେଉଛି ତୁମେ ସମସ୍ତେ ମୋ ପାଇଁ ଆକ୍ଟିଂ ଛାଡ଼ିଦିଅ ।

ବାସ୍ତବରେ ରେଡ ଚିଲ୍ଲି ଏଂଟରଟେନମେଂଟର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରାଯାଇଛି । ଯେଉଁଥିରେ କେକେଆର ଟିମର ସଦସ୍ୟ କିଙ୍ଗ ଖାନଙ୍କ ସୁପରହିଟ ଡାଏଲଗ କହୁଥିବା ନଜର ଆସିଛି । ଏହି ଭିଡିଓକୁ ଦେଖି ହସକୁ ବନ୍ଦ କରିହେବ ନାହିଁ । ଏହି ଅବସ୍ଥା ଶାହାରୁଖ ଖାନଙ୍କର ମଧ୍ୟ ହୋଇଥିଲା । ସେ ତାଙ୍କ ଟିମକୁ ଖୁବ ଭଲ ପାଉଥିବା କଥା ମଧ୍ୟ କହିଛନ୍ତି । ଏହାପରେ ସେ କହିଛନ୍ତିଯେ ମୁଁ କ୍ରିକେଟ ଛାଡ଼ି ଦେଉଛି ତୁମେମାନେ ଆକ୍ଟିଂ ଛାଡ଼ିଦିଅ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More