Only for Entertainment

ସାହେବ ବିବି କି ଗ୍ୟାଙ୍ଗଷ୍ଟର ଥ୍ରିର ଟ୍ରେଲର ଦେଖିଲେ ଆପଣ ମଧ୍ୟ କହିବେ ବାବା କମାଲ ଅଭିନୟ କରିଛନ୍ତି ।

zeenews
0 34

ଏବେ ବଳିଉଡରେ ସଂଜୁର ଖୁବ ଚର୍ଚ୍ଚା ଚାଲିଛି । କିନ୍ତୁ ଏଥିରେ ପ୍ରଶଂସା ବାସ୍ତବ ସଂଜୟ ଦତ୍ତଙ୍କ ଅପେକ୍ଷା ଫିଲ୍ମରେ ଅଭିନୟ କରିଥିବା ରଣବୀର କପୁରଙ୍କର କରାଯାଉଛି । କିନ୍ତୁ ଏହି ମଧ୍ୟରେ ସଂଜୟ ତାଙ୍କ ଫିଲ୍ମ ସାହେବ ବିବି କି ଗ୍ୟାଙ୍ଗଷ୍ଟର ଥ୍ରିର ଟ୍ରେଲର ନେଇ ଆସିଛନ୍ତି । ଏହି ଫିଲ୍ମରେ ବାବା ନେଗେଟିଭ ଚରିତ୍ରରେ ନଜର ଆସିଛନ୍ତି ।

ଫିଲ୍ମର ଟ୍ରେଲରରୁ ଜଣାପଡ଼ୁଛି ଫିଲ୍ମରେ ଖୁବ ସସପେନ୍ସ ରହିଛି । ପୂର୍ବ ଦୁଇଟି ଫିଲ୍ମ ଭଳି ଏହା ମଧ୍ୟ ଏକ ପ୍ରତିଶୋଧାତ୍ମକ ଫିଲ୍ମ ବୋଲି ଜଣାପଡ଼ୁଛି । ଏହା ପ୍ରଥମ ମୌକା ଯେଉଁଥିରେ ସଂଜୟ ଦତ୍ତ ଏକ ଭାଗୀଦାର ହୋଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More