Only for Entertainment

ସୈଫଙ୍କୁ ପସନ୍ଦ ଆସିଲା ନାହିଁ କରୀନାଙ୍କ ହଟ ଅନ୍ଦାଜ, ବଦଳାଇବା ପାଇଁ କହିଲେ ପୋଷାକ ।

amarujala
0 45

ତୈମୁରଙ୍କ ଜନ୍ମ ପରେ କରୀନା କପୁର ଖାନ ‘ବୀରେ ଦି ୱେଡିଂ’ଫିଲ୍ମରେ ବଲିଉଡରେ ପୁଣିଥରେ ଏଂଟ୍ରି କରିଛନ୍ତି । କରୀନା ଗତକିଛି ଦିନ ହେବ ସେ ଏହି ଫିଲ୍ମ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ପ୍ରମୋଶନ କାରଣରୁ କରୀନା ହଟ ଏବଂ ଷ୍ଟାଇଲିସ ଲୁକରେ ନଜର ଆସୁଛନ୍ତି ।

ମାତ୍ର ଲାଗୁଛି କରୀନାଙ୍କର ଏହି ହଟ ଅନ୍ଦାଜ ତାଙ୍କର ପତି ସେଫଙ୍କୁ ପସନ୍ଦ ଆସୁନାହିଁ , ସେହିକାରଣରୁ ସେ କରୀନାଙ୍କୁ ଶୀଘ୍ର କପଡା ବଦଳାଇବା ପାଇଁ କହିଲେ । ଏହି କଥାର ଖୁଲାସା ନିଜେ କରୀନା ଏକ ସାକ୍ଷାତକାରରେ କହିଛନ୍ତି । ଦେଖନ୍ତୁ ଭିଡିଓ-

saifu did not like it but when he saw the picture ___ ! ✨? . . . جديد ، كارينا تتحدث عن اطلالتها بانها لم تعجب سيف ؛ عندما كنت امشي بالامس كان كذلك سيف ، ماذا ترتدين ! كارينا ، قلت انه شي لطيف والكل اءء …. سيف ، لاااا كارينا ، لماذا !! لم يعجبك انه شي عادي سيف ، روحي غيييريه يلا ?. كارينا ، قلت لماذا ؟ سونام ، كنتي مثيررره كارينا ، اجل واريته الصوره باخر الليل وقال اي انه شي لطيف حلو ” اللبس” ? ماعرفناه غيور شوي وتحجب بنتنا يا سيفو ، الحمدلله بيبو ماغيرت مشت كلامها كانت تجنن فيه ?? . . #kareenakapoorkhan #kareenakapoor #bollywood

A post shared by Kareena Kapoor Arab FC ❁Veeres (@kareenakapoor.arabiic) on

ଶଶାଙ୍କ ଘୋଷଙ୍କ ଫିଲ୍ମ ‘ବୀରେ ଦି ୱେଡିଂ’୧ଜୁନରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ କରୀନାଙ୍କ ସହ ସୋନମ କପୁର, ସ୍ୱରା ଭାସ୍କର ଏବଂ ଶିଖା ତଲ୍ସାନିଆ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More