Only for Entertainment

କରୀନା କପୂରଙ୍କ ଜନ୍ମଦିନରେ ସୈଫ ଅଲ୍ଲୀ ଖାନଙ୍କୁ ଶାଶୂ ମା’ କିଛି ଏଭଳି ଦେଖାଇଲେ ସ୍ନେହ, ଭିଡିଓ ହେଲା ଭାଇରାଲ !

khabarNDTV
0 71

ବଲିଉଡ ଅଭିନେତ୍ରୀ କରୀନା କପୂର ଖାନଙ୍କ ଜନ୍ମଦିନରେ ଅନେକ ଫଟୋ ଏବଂ ଭିଡିଓ ଖୁବ ଭାଇରାଲ ହୋଇଛି । ଏଥିରେ ପୂୂରା ପରିବାର ନଜର ଆସିଛନ୍ତି । କରୀନାଙ୍କ ଏକ ଭିଡିଓ ଖୁବ ଦେଖିବାକୁ ମିଳିଛି । ଯେଉଁଥିରେ କରୀନାଙ୍କ ମା’ ଏବଂ ବାପାଙ୍କ ସହ ସୈଫ ନଜର ଆସିଥିଲେ । ଏହି ଭିଡିଓରେ ସୈଫ ରଣଧୀର କପୂରଙ୍କ ସହ ପାର୍କିଂକୁ ଆସିଛନ୍ତି ଏବଂ ରଣଧୀର କପୂରଙ୍କୁ କାରରେ ବସାଇ ବିଦାୟ ଦେଉଛନ୍ତି ଏବଂ ଶାଶୁ ମା’ଙ୍କୁ ଆଲିଙ୍ଗନ କରୁଥିବାର ନଜର ଆସିଛନ୍ତି । ଏଠାରେ ସୈଫଙ୍କ ଶାଶୁ ଏବଂ ଶ୍ୱଶୂରଙ୍କ ପ୍ରତି ଥିବା ସମ୍ମାନ ପରିଷ୍କାର ଭାବେ ଦେଖିବାକୁ ମିଳିଛି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଏହି ମଉକାରେ ଫଟୋଗ୍ରାଫର ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସୈଫଙ୍କ ଶ୍ୱଶୂରଙ୍କ ସହ ଫଟୋ ନେବା ଲାଗି ଅନୁରୋଧ ମଧ୍ୟ କରିଥିଲେ ।

 

View this post on Instagram

 

#saifalikhan with #babita aunty and #randhirkapoor for #kareenakapoorkhan bday bash @viralbhayani

A post shared by Viral Bhayani (@viralbhayani) on

ଏଠାରେ ଆମେ କହି ରଖୁଛୁ ଯେ କରୀନା ୨୧ସେପ୍ଟେମ୍ବରରେ ୩୮ବର୍ଷ ବୟସର ହୋଇଛନ୍ତି । ସେ ରିଫ୍ୟୁଜି ଫିଲ୍ମରୁ ନିଜର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ମାତ୍ର କପୂର ବଂଶରେ ଥିଲା ଯେ ଝିଅ ମାନେ ଫିଲ୍ମ ଦୁନିଆରେ କାମ କରି ପାରିବେ ନାହିଁ । ମାତ୍ର କରୀଶ୍ମା ଏବଂ କରୀନାଙ୍କ ମା’ ବବିତା ଝିଅମାନଙ୍କୁ ଫିଲ୍ମ କ୍ୟାରିଅରରେ କାମ କରିବା ପାଇଁ ପ୍ରୋତ୍ସାହନ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More