Only for Entertainment

ଅଭିନେତ୍ରୀଙ୍କ ଭିଡ଼ିଓ ଦେଖି ୟୁଜର ଗୋଟିଏ ରାତି ପାଇଁ କୋଟିଏ ଟଙ୍କା ଦେବାକୁ ଅଫର ଦେଲେ ।

amarujala
129

ତେଲୁଗୁ ଅଭିନେତ୍ରୀ ସାକ୍ଷୀ ଚୌଧରୀ ନିକଟରେ ତାଙ୍କ ସୋସିଆଲ ମିଡିଆ ଆକାଉଂଟରେ ଏକ ଭିଡ଼ିଓ ଶେୟାର କରିଥିଲେ । ଏହି ଭିଡ଼ିଓକୁ ଶେୟାର କରିବା ପରେ ଟାର୍ଗେଟକୁ ଆସି ଯାଇଥିଲେ ସାକ୍ଷୀ । ତାଙ୍କୁ ୟୁଜର ଖରାପ କମେଂଟ କରିବା ଆରମ୍ଭ କରିଦେଲେ ।
ମୋବାଇରେ ଲୋକ ସାକ୍ଷୀଙ୍କୁ ଖରାପ ଫଟୋ ପଠାଇବାକୁ ଲାଗିଲେ । ଏହି କଥା ନିଜେ ସାକ୍ଷୀ କହିଛନ୍ତି । ସାକ୍ଷୀ ଟ୍ୱିଟ କରି କହିଛନ୍ତିଯେ ଏହି ମେସେଜରେ ସେକ୍ସୁଆଲ ଫେବରର କଥା କୁହାଯାଇପାରେ ।

ସାକ୍ଷୀଙ୍କ କହିବା ଅନୁସାରେ ଭିଡ଼ିଓ ଦେଖି ଲୋକ ପାଗଳ ହୋଇଗଲେ । ମୋତେ ଗୋଟିଏ ରାତି ପାଇଁ ୧ କୋଟି ଟଙ୍କା ଅଫର କଲେ । ସେମାନେ ମୂର୍ଖ । ମୁଁ କୌଣସି ବିକ୍ରି ହେବା ଜିନିଷ ନୁହେଁ । ମୋତେ ଦେଖିଦେଖି କାମ ଚଳାଅ । ମ୍ୟାଗ୍ନେଟ ଦେଖିବା ପାଇଁ ଫଷ୍ଟ ଶୋ ଯାଅ ।

କହିରଖୁଛୁ ମ୍ୟାଗ୍ନେଟ ସାକ୍ଷୀଙ୍କ ଅପକମିଂ ଫିଲ୍ମ । ସେ ସେଲ୍ଫି ରାଜାରେ ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ । ତାମିଲ ଫିଲ୍ମରେ କାମ ମଧ୍ୟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More