Only for Entertainment

ସଲମାନଙ୍କ ବାପା କହିଲେ କାହିଁକି ବିବାହ କରିନାହାଁନ୍ତି ସଲମାନ ।

bollywood tadka
39

ସଲମାନ ଆଜି ପର୍ଯ୍ୟନ୍ତ କାହିଁକି ବିବାହ କରିନାହାଁନ୍ତି ଏହା ସମସ୍ତଙ୍କ ମନରେ ଏକ ପ୍ରଶ୍ନବାଚୀ ହୋଇ ରହିଯାଇଛି । ଏହାକୁ ନେଇ ବିଭିନ୍ନ କାରଣ ମଧ୍ୟ ସାମ୍ନାକୁ ଆସେ । କିନ୍ତୁ ବାସ୍ତବ କଥା କ’ର ଆଜି ପର୍ଯ୍ୟନ୍ତ ହୁଏତ କେହି ଜାଣି ପାରି ନାହାଁନ୍ତି । ନିକଟରେ ଏହାକୁ ନେଇ ସାମ୍ନାକୁ ଆସିଛି ସଲମାନଙ୍କ ବାପା ସଲୀମ ଖାନଙ୍କ ମନ୍ତବ୍ୟ ।

 

ସଲୀମଙ୍କ କହିବା ଅନୁସାରେ ସଲମାନ ଆଜି ପର୍ଯ୍ୟନ୍ତ ବିବାହ ନକରିବାର କାରଣ ହେଉଛନ୍ତି ତାଙ୍କ ମାଆ ସଲମା । ସେ ତାଙ୍କ ମା’ଙ୍କୁ ଖୁବ ପାଆନ୍ତି । ତେଣୁ ସେ ହୁଏତ ତାଙ୍କ ପନୀଙ୍କୁ ଆବଶ୍ୟକୀୟ ସମୟ ଦେଇପାରିବେ ନାହିଁ, ତେଣୁ ସେ ବିବାହ କରିନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More