Only for Entertainment

ଅମିତାଭ ଏବଂ ଋତିକଙ୍କ ପରେ ସଲମାନ ନେଲେ ଫିଟନେସ ଚ୍ୟାଲେଂଜ ।

aajtak
0 36

ବଲିଉଡର ଦବଙ୍ଗ ସଲମାନ ଖାନ ନିକଟରେ କେନ୍ଦ୍ର ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ଫିଟନେସ ଚ୍ୟାଲେଂଜ ‘ହମ ଫିଟ ତୋ ଇଣ୍ଡିଆ ଫିଟ’କୁ ସ୍ୱୀକାର କରି ଭିଡ଼ିଓ ସେୟାର କରିଛନ୍ତି । ଭିଡ଼ିଓରେ ସଲମାନ ସାଇକେଲ ଚଳାଉଥିବାର ନଜର ଆସିଛନ୍ତି ।

ଟ୍ୱଟରରେ ଫିଟନେସ ଚ୍ୟାଲେଂଜକୁ ସେୟାର କରି ସଲମାନ ଲେଖିଛନ୍ତିଯେ କେନ୍ଦ୍ରମନ୍ତ୍ରୀଙ୍କ ଫିଟନେସ ଚ୍ୟାଲେଂଜ ଏକ ଗଜବ କ୍ୟାମ୍ପେନ । ମୁଁ କିରଣ ରିଜୁଜୁଙ୍କ ଚ୍ୟାଲେଂଜ ସ୍ୱୀକାର କରୁଛି । ମୋ ଭିଡ଼ିଓ ଏଠାରେ ଦେଖନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More