Only for Entertainment

ସ୍କୁଲ ଟିଚରଙ୍କ ସହିତ ଫ୍ଲର୍ଟ କରୁଥିଲେ ସଲମାନ,ସାଇକେଲରେ କରୁଥିଲେ ଡ୍ରପ ।

youtube
0 35

ସୁପରଷ୍ଟାର ସଲମାନଙ୍କ କହିବା ଅନୁସାରେ ସେ ସ୍କୁଲ ସମୟରେ ଟିଚରଙ୍କ ସହିତ ଫ୍ଲର୍ଟ କରୁଥିଲେ । ସଲମାନ ଦଶ କା ଦମ ଦମଦାର ୱିକେଣ୍ଡରେ ଏହି କଥାର ଖୁଲାସା କରିଛନ୍ତି ।

ସଲମାନଙ୍କ କହିବା ଅନୁସାରେ ଅଧିକାଂଶ ଲୋକଙ୍କୁ ସ୍କୁଲ ସମୟରେ ନିଜ ଟିଚରଙ୍କୁ କ୍ରଶ ହୋଇ ନଥିବ ଏହା ସମ୍ଭବ ନୁହେଁ । ମୁଁ ବହୁତ ଖୋଲିକରି କହେ,ତେଣୁ ଏହା ସ୍ୱୀକାର କରୁଛି । ତେବେ ଯେତେବେଳ ସ୍କୁଲ ଟିଚର ଉପରେ ଶୋ’ରେ ପ୍ରଶ୍ନ କରାଯାଇଥିଲା ସଲମାନ ସେହି ସମୟରେ ଏହି କଥା କହିଥିଲେ । ସଲମାନ ତାଙ୍କ ସ୍କୁଲ ଟିଚରଙ୍କୁ ସାଇକେଲରେ ଛାଡ଼ିବା ପାଇଁ ଯାଉଥିଲେ ।

ସଲମାନ ଖୁବଶୀଘ୍ର ଫିଲ୍ମ ଭାରତରେ ନଜର ଆସିବେ । ତାଙ୍କ ଅପୋଜିଟରେ ପ୍ରିୟଙ୍କା ଚୋପ୍ରା ନଜର ଆସିବେ । ଏବେ ସଲମାନ ଦଶ କା ଦମର ହୋଷ୍ଟ କରୁଛନ୍ତି । ବହୁ ବର୍ଷ ଧରି ସେ ଏହି ଶୋ’ରେ ହୋଷ୍ଟ ଭାବରେ ନଜର ଆସିଛନ୍ତି । ବିଗବସ ସିଜନ ମଧ୍ୟ ଖୁବଶୀଘ୍ର ଆରମ୍ଭ ହେବ ଏବଂ ସଲମାନ ହୋଷ୍ଟ ଭାବରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More