Only for Entertainment

ଜିମରେ ବିଗବସ ପ୍ରତିଯୋଗୀ ଶିଭାଶିଷଙ୍କ ବିଷୟରେ ଏଭଳି ମନ୍ତବ୍ୟ ଦେଲେ ସଲମାନ,ଦେଖନ୍ତୁ ଭିଣୋଇ ଆୟୁଷଙ୍କ ସହିତ…….

twitter
25

ସଲମାନ ସବୁବେଳେ ଇଂଟରନେଟରେ ଛାଇ ରହିଥାନ୍ତି ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ତାହା ବ୍ୟକ୍ତିଗତ ହେଉ କିମ୍ବା କର୍ମକ୍ଷେତ୍ର । ନିକଟରେ ସଲମାନଙ୍କ ସେହିଭଳି ଏକ ଭିଡ଼ିଓ ଆସିଛି ଯେଉଁଥିରେ ସେ ତାଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ ସହିତ ନଜର ଆସିଛନ୍ତି । ତେବେ ଭିଡ଼ିଓଟି ଜିମରେ ସୁଟିଂ କରାଯାଇଛି ।

 

ବାସ୍ତବରେ ସଲମାନ ବିଗବସ ୧୨ର ପ୍ରତିଯୋଗୀ ଶିଭାଶିଷଙ୍କ ଡ୍ରେସକୁ ନେଇ ସବୁବେଳେ କମେଂଟ କରୁଥିବା ଦେଖିବାକୁ ମିଳିଥାଏ । କାରଣ ଶିଭାଶିଷ ସବୁବେଳେ ଟାଇଟ ଡ୍ରେସ ପିନ୍ଧନ୍ତି । ଯେଉଁଥିପାଇଁ ସେ ୱିକେଣ୍ଡ କା ବାରରେ ସଲମାନଙ୍କ କମେଂଟର ଶୀକାର ହୁଅନ୍ତି ।

ଏହି ଭିଡ଼ିଓ ସଲମାନଙ୍କ ଜଣେ ଫ୍ୟାନ ତାଙ୍କ ଟ୍ୱିଟର ଆକାଉଂଟରେ ଶେୟାର କରିଥିଲେ,ଯେଉଁଥିରେ ସଲମାନଙ୍କ ଜିମରେ ବିଙ୍ଗ ହ୍ୟୁମାନର ଲୋଗୋ ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More