Only for Entertainment

ରିଲିଜ ହେଲା ଲବରାତ୍ରୀ’ର ଟ୍ରେଲର ! ସୁପରଷ୍ଟାର ସଲମାନଙ୍କ ଭିଣୋଇ କରିବେ ଡେବ୍ୟୁ ।

Dailyhunt
0 27

ଶାହାରୁଖ ଖାନଙ୍କ ‘ଜିରୋ’ , ଧମେନ୍ଦ୍ରଙ୍କ ଫିଲ୍ମ ‘ୟମଲା ପଗଲା ଦିୱାନା ଫିର ସେ’ ଏବଂ ଆୟୁଷ ଶର୍ମାଙ୍କ ଡେବ୍ୟୁ ଫିଲ୍ମ ‘ଲବରାତ୍ରୀ’ ଟ୍ରେଲର ରିଲିଜ ହୋଇଛି । ସବୁଠାରୁ ମଜାଦାର କଥା ହେଉଛି ଏହି ୩ଟି ଫିଲ୍ମରେ ସୁପରଷ୍ଟାର ସଲମାନ ଖାନଙ୍କ ଝଲକ ଦେଖିବାକୁ ମିଳିବ ।

ଏଠାରେ ଆମେ କହି ରଖୁଛୁ ଯେ ସଲମାନ ଖାନଙ୍କ ପ୍ରଡକ୍ସନ ହାଉସ ଫିଲ୍ମ ‘ଲବରାତ୍ରୀ’ ଜରିଆରେ ସଲମାନଙ୍କ ଭିଣୋଇ ଆୟୁଷ ଶର୍ମା ନିଜର ଫିଲ୍ମ କ୍ୟାରଅରରେ ପାନ ଦେବାକୁ ଯାଉଛନ୍ତି । ଆୟୁଷ କହିଛନ୍ତି ‘ଲବରାତ୍ରୀ’ସର୍ବଦା ତାଙ୍କ ହୃଦୟରେ ରହିବ ।

ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ନିବେଦିତ ଅଭିରାଜ ମୀନାବାଲା । ଏହି ଫିଲ୍ମ ସଲମାନ ଖାନ କମ୍ପାନୀ ପ୍ରସ୍ତୁତ କରୁଛନ୍ତି । ଏହି ଫିଲ୍ମରେ ବରୀନା ହୁସେନ ମଧ୍ୟ ନଜର ଆସିବେ । ଏହି ଫିଲ୍ମ ୫ଅକ୍ଟୋବରରେ ପରଦାରେ ନଜର ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More