Only for Entertainment

ପିଏମ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ସଲମାନ ।

bollywood tadka
37

ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ନେତୃତ୍ୱରେ ଏନଡିଏର ରେକର୍ଡ଼ ଜିତିବା ପରେ ୩୦ ମଇକୁ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ପଦରେ ଶପଥ ନେଇଛନ୍ତି । ପିଏମ ମୋଦିଙ୍କ ସହିତ ତାଙ୍କ କ୍ୟାବିନେଟ ମଧ୍ୟ ଶପଥ ନେଇଛନ୍ତି ।

ଶପଥ ନେବାର ଆଗାମୀ ଦିନ ପିଏମ ମୋଦିଙ୍କ ମନ୍ତ୍ର ମଣ୍ଡଳ ନିଜ ନିଜର ଦାୟୀତ୍ୱ ନେଇଛନ୍ତି । ଏବେ ବଲିଉଡର ଦବଙ୍ଗ ସଲମାନ ଖାନ ପିଏମ ମୋଦି ଏବଂ ତାଙ୍କ କ୍ୟାବିନେଟର ମନ୍ତ୍ରୀ ମାନଙ୍କୁ ଶୁଭେତ୍ସା ଜଣାଇଛନ୍ତି । ସଲମାନ ରବିବାରକୁ ଟ୍ୱିଟ କରି ଲେଖିଛନ୍ତି, ମାନନୀୟ ପ୍ରଧାନମନ୍ତ୍ରୀ ଏକ ସାନଦାର ଟିମ ପାଇଁ ଶୁଭତ୍ସା । ଏକ ଦୃଢ ଏବଂ ସମ୍ମାନସ୍ପଦ ଭାରତ ନିର୍ମାଣ କରିଥିବାରୁ ସମଗ୍ର ମନ୍ତ୍ରୀମଣ୍ଡଳକୁ ଶୁଭେତ୍ସା ।

 

ଏହା ପୂର୍ବରୁ ସଲମାନ ପିଏମଙ୍କ ଐଚ୍ଛିହାସିକ ବିଜୟରେ ମଧ୍ୟ ଶୁଭେତ୍ସା ଜଣାଇଥିଲେ । ଆମେ ଆପଣଙ୍କ ସହିତ ଅଛୁ ଭଳି ମନ୍ତବ୍ୟ ମଧ୍ୟ ଦେଇଥିଲେ ଭାଇଜାନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More