Only for Entertainment

ଭଉଣୀ ଅର୍ପିତା ଖାନଙ୍କ ଗଣପତି ବିସର୍ଜନରେ ସଲମାନ ଖାନଙ୍କ କ୍ରେଜି ଡ୍ୟାନ୍ସ, ଦେଖନ୍ତୁ ଭିଡିଓ

latestly
55

ମୁମ୍ବାଇରେ ହେଉଥିବା ଭୀଷଣ ବର୍ଷାରେ ମଧ୍ୟ ମଙ୍ଗଳବାର ଦେଢଦିନ ପରେ ଗଣପତି ବାପ୍ପାଙ୍କର ବିସର୍ଜନ ଧୂମ ଧାମରେ କରାଯାଇଛି । ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନଙ୍କ ଘରକୁ ଆସିଥିବା ଗଣେଶଙ୍କୁ ମଧ୍ୟ ମଙ୍ଗଳବାର ଢୋଲ ନଗାଡା ସହିତ ଧୂମଧାମରେ ବିସଜ ର୍ନ କରାଯାଇଛି । ବାପ୍ପାଙ୍କ ଭସାଣୀ ଉତ୍ସବରେ ସଲମାନ ଖାନଙ୍କ କ୍ରେଜି ଅନ୍ଦାଜ ଦେଖିବାକୁ ମିଳିଛି ।

ଢୋଲ ବାଜାର ତାଳେ ତାଳେ ସଲମାନ ଖାନ ନିଜ କାନ ବନ୍ଦ କରି ଖୁବ ନାଚୁଥିବାର ଦେଖିବାକୁ ମିଳିଛି । ସଲମାନ ଖାନଙ୍କ ସହିତ ଅଭିନେତ୍ରୀ ସ୍ୱରା ଭାସ୍କର ଏବଂ ଡେଡୀ ଶାହ ମଧ୍ୟ ଖୁବ ମସ୍ତିଭରା ଅନ୍ଦାଜରେ ଝୁମୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଦେଖନ୍ତୁ ଭିଡିଓ-

 

View this post on Instagram

 

・・・ #SwaraBhaskar killing it with @shahdaisy and @beingsalmankhan at #ganpati #Repost @beingsalmankhan.in (@get_repost) ・・・ #SwaraBhaskar killing it with @shahdaisy and @beingsalmankhan at #ganpati Bhaijaan @beingsalmankhan ❤ Follow @salman.khan.universe @salmankhanfanclub @salman_khan_fan_page @status_of_salmankhan @skfilmsofficial @beingsalmankhan.ig @salmankhanmyworld @lovesalmankhan @beingsalmankhan.in #beingsalmankhan #salmankhan #salman #salmankhanuniverse #salmankhanpics #salmankhaninsta #bigboss13 #bharat #kick2 #Dhoom4 #dabangg3 #katrinakaif #shahrukhkhan #akshaykumar #amitabhbachchan #ajaydevgan #Saifalikhan #priyankachopra #deepikapadukone #madhuridixit #kajol #india #instagram #aliabhatt #beinghuman #salmankhanfilms #bollywood Follow our page !!

A post shared by Salman Khan ? (@salman.khan.universe) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More