Only for Entertainment

କ୍ୟାଟରୀନା କୈଫ ଷ୍ଟେଜରେ ଆସିବା କ୍ଷଣି ସଲମାନ କଲେ ଜୋର-ଜୋର ଚିତ୍କାର, ଭିଡିଓ ଭାଇରାଲ !

32

ଅଭିନେତ୍ରୀ କ୍ୟାଟରୀନା କୈଫ ନିକଟରେ ହୋଇଥିବା ଆଈଫା ଆୱାର୍ଡ ସମାରୋହରେ ନିଜ ଜବରଦସ୍ତ ଡାନ୍ସରେ ସନ୍ଧ୍ୟାକୁ ରଙ୍ଗୀନ କରିଥିଲେ । ତାଙ୍କ ପରଫର୍ମାନ୍ସ ଏତେ ଜବରଦସ୍ତ ଥିଲା ଯେ ଅନ୍ୟ ସେଲିବ୍ରିଟି ମାନେ ନିଜ ଆସନରୁ ଉଠି ତାଳି ମାରିବାକୁ ଲାଗିଥିଲେ । ଏବେ ଆଈଫା ଆୱାର୍ଡ ପ୍ରୋଗ୍ରାମ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ କ୍ୟାଟରୀନାଙ୍କ ଅନ୍ଦାଜ ଏବଂ ଡାନ୍ସ ଏତେ ଜବରଦସ୍ତ ଥିଲା ଯେ ନିଜେ ସଲମାନ ନିଜ ସିଟରୁ ଉଠି ତାଳି ମାରିବାକୁ ଲାଗିଥିଲେ ।

 

View this post on Instagram

 

@beingsalmankhan ?? ❤❤ . #katrinakaif #salmankhan

A post shared by Katrina kaif & Isabelle kaif (@katrinakaifjaan) on


ସଲମାନ ଏଭଳି ତାଳି ମାରି ଜୋର ଜୋର କ୍ୟାଟଙ୍କ ନାଁ ନେଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସମାନେ ଏହି ଭିଡିଓକୁ ଖୁବ ପସନ୍ଦ କରିଛନ୍ତି ଏବଂ କମେଂଟ କରିବାରେ ଲାଗିଛନ୍ତି ।

ତେବେ ଆଈଫା ଆୱାର୍ଡ ବିଷୟରେ କହିବାକୁ ଗଲେ ଫିଲ୍ମ ‘ରାଜି’ ପାଇଁ ଆଲିୟା ଭଟ୍ଟଙ୍କୁ ବେଷ୍ଟ ଅଭିନେତ୍ରୀ ଆୱାର୍ଡ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More