Only for Entertainment

କୃଷ୍ଣସାର ମୃଗ ଶିକାର ମାମଲାରେ ଶୁଣାଣି କାଲି, ଯୋଧପୁରରେ ପହଁଚିଲେ ସଲମାନ ଖାନ

ndtv khabar
0 41

କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁର କୋର୍ଟ ୫ ବର୍ଷ ଦଣ୍ଡ ଶୁଣାଇବା ପରେ ଏପ୍ରିଲ ୭ରେ ସଲମାନ ଖାନଙ୍କୁ ଜାମିନ ମିଳିଥିଲା । ଏହାପରେ କୋର୍ଟ ୭ ମଇ ଅର୍ଥାତ କାଲି ଆଗାମୀ ଶୁଣାଣି ପାଇଁ ତାରିଖ ନିର୍ଣ୍ଣୟ କରିଥିଲେ ।

ଶୁଣାଣି ପାଇଁ ସଲମାନ ଯୋଧପୁର ସେ ପହଁଚିଛନ୍ତି । ଯୋଧପୁର ଯିବା ସମୟରେ ସଲମାନ ଖାନଙ୍କୁ ବଡିଗାର୍ଡ ସେରାଙ୍କ ସହିତ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ସଲମାନ ଖାନଙ୍କୁ ଏହି ଅନ୍ଦାଜରେ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା ।

salman1

salman2

salman3

କହିରଥୁଛୁ ଯେ ୨୦ ବର୍ଷ ପୁରୁଣା ଏହି ମାମଲାରେ ଯୋଧପୁର କୋର୍ଟ ସଲମାନ ଖାନଙ୍କୁ ଚଳିତ ବର୍ଷ ୫ ଏପ୍ରିଲରେ ୫ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ଦୁଇ ଦିନ ଜେଲରେ ରହିବା ପରେ ସଲମାନ ଖାନହ୍କୁ ୭ ଏପ୍ରିଲରେ ଜାମିନ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More