Only for Entertainment

‘ହିରିୟେ’ ଗୀତ ସୁଟିଂ ସମୟରେ ଜ୍ୟାକଲିନଙ୍କ ଡ୍ୟାନ୍ସ ସ୍ଟେପ ଦେଖି ସଲମାନ କହିଲେ, ବେବିଙ୍କୁ ରିହର୍ସ କରାଅ ।

YOUTUBE
0 46

ସଲମାନ ଖାନଙ୍କ ରେସ-୩ର ହିଟ ଗୀତ ‘ହିରିୟେ’ରେ ଏଂଟରଟେନ କରିବା ପରେ ଏହାର ନିର୍ମାଣ ସମୟରେ ମସ୍ତି ମଜାକର ଭିଡିଓ ଜାରି କରାଯାଇଛି । ସମସ୍ତଙ୍କୁ ଏହି ଗୀତରେ ଝୁମିବା ପାଇଁ ମଜବୁର କରିଥିବା ଏହି ଗୀତ ସୁଟିଂ ସମୟରେ ରେସ-୩ର ଟିମ ଖୁବ ଉପଭୋଗ କରିଥିଲେ । ହିରିୟେରେ ଫିଲ୍ମର ମୁଖ୍ୟ ଯୋଡି ସଲମାନ ଖାନ ଏବଂ ଜ୍ୟାକଲିନଙ୍କ ସିଜଲିଂ କେମେଷ୍ଟ୍ରି ସମସ୍ତଙ୍କୁ ପସନ୍ଦ ଆସିଛି ।

ଯଦିଓ, ଗୀତରେ ଅଭିନେତା ନିଜର ସମସ୍ତ ପରିଶ୍ରମ ଲଗାଇ ଦେଇଛନ୍ତି, ଏବଂ ଜ୍ୟାକଲିନ ପୋଲ ଡ୍ୟାନ୍ସ କରିବା ସମୟରେ ଆଘାତ ପାଇଥିଲେ  ମାତ୍ର ବିରୋଧ କରି ନଥିଲେ । କାରଣ ଏହି ଗୀତ ତାଙ୍କର ପସନ୍ଦିତା ଗୀତ ମଧ୍ୟରୁ ଏକ ଗୀତ ଅଟେ । ଏହି ଗୀତକୁ କୋରିଓଗ୍ରାଫ କରିଥିବା ନିର୍ଦ୍ଦେଶକ ରେମୋ ଡିସୁଜା ସୁପରଷ୍ଟାର ସଲମାନଙ୍କ ସହ କାମ କରୁଥିବା ବେଳେ ଖୁସି ଜାହିର କରି ଲେଖିଛନ୍ତି ‘ହିରିୟେ ଏକ ପେପ୍ପି ଏବଂ ଏକ ଟିପିକାଲ ସଲମାନ ଖାନ ସଙ୍ଗ ଅଟେ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More