Only for Entertainment

ଫିଲ୍ମ ‘ରେସ ୩’ ସୁଟିଂ ସେଟରୁ ସଲମାନଙ୍କ ଷ୍ଟଂଟ ସିନ ହେଲା ଲିକ !

bollywood tadka
0 56

Last Action Hero yh wo ??? @beingsalmankhan #sikander #race3

A post shared by cнυLвυL ĸi вυLвυL (@beingmilie) on

ଫିଲ୍ମ ରେସ ୩ ମଲ୍ଟିଷ୍ଟାରର ଫିଲ୍ମ ଅଟେ । ଫିଲ୍ମର ସମସ୍ତ କଳାକାରଙ୍କ ଆଗରୁ ପୋଷ୍ଟର ରିଲିଜ ହୋଇସାରିଛି । ଆଶା କରାଯାଉଛି ଯେ ହୁଏତ ଆଗାମୀ ସପ୍ତାହରେ ଏହି ଫିଲ୍ମର ଟିଜର ଲଂଚ ହୋଇପାରେ । ଏହି ଫିଲ୍ମର ନିର୍ଦ୍ଦେଶନା କରୁଛନ୍ତି ରେମୋ ଡିସୁଜା ଏବଂ ଏଥିରେ ସଲମାନ ଖାନ, ଅନୀଲ କପୁର, ଜ୍ୟାକଲିନ, ଡେଜି ଶାହ, ସାକିବ ସଲିମ ନଜର ଆସିବେ । ଏହି ଫିଲ୍ମ ଆସନ୍ତା ଇଦରେ ରିଲିଜ ହେବାକୁ ଯାଉଅଛି । ଏହି ଫିଲ୍ମର ସିନ ଦେଖି ଆପଣ ଅନୁମାନ କରିପାରୁଥିବେ ଫିଲ୍ମଟି କେତେ ଜବରଦସ୍ତ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More