Only for Entertainment

ଆପଣ କାହାକୁ ଦେବେ କିଙ୍ଗ ଅଫ ରୋମାନ୍ସ ଟ୍ୟାଗ? ସଲମାନ ନା ଶାହାରୁଖ?

hindirush
24

ବଲିଉଡ ଅଭିନେତା ସଲମାନ ଖାନ ଏକ ନୂଆ ଭିଡ଼ିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏହି ଭିଡ଼ିଓରେ ସଲମାନ ଶାହାରୁଖଙ୍କ ପୋଷ୍ଟର ଦେଖି କହୁଛନ୍ତିଯେ, କିଙ୍ଗ ଅଫ ରୋମାନ୍ସ ମୁଁ ନା ଶାହାରୁଖ ଖାନ?

 

ଏହି ଫିଲ୍ମରେ ସଲମାନ ଖାନଙ୍କ ସହିତ ଦବଙ୍ଗ ଖାନ ଓ ସଇ ମାଂଜେରେକର ମୁଖ୍ୟ ଚରିତ୍ରରେ ନଜର ଆସିବେ । ଏହି ଭିଡ଼ିଓରେ ଚୁଲବୁଲ ପାଣ୍ଡେ ଖୁସିରେ ନିଜ ମନ କଥା କହିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ କହିପାରୁ ନାହାଁନ୍ତି । ତେବେ କାହାଣୀ କ’ଣ ରହିଛି ଫିଲ୍ମ ରିଲିଜ ହେଲେ ଜଣାପଡ଼ିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More