Only for Entertainment

ସଲମାନଙ୍କ ଖୁଲାସା- କାହିଁକି କରନ୍ତି ନାହିଁ କିସ ସିନ ଏବଂ କ୍ଲୋଜସିନ ।

34

ଆଜିକାଲିର ଅଧିକାଂଶ ଫିଲ୍ମ ନ୍ୟୁଡ ଦୃଶ୍ୟକୁ ନେଇ ପର୍ଯ୍ୟବେଷିତ । ଯାହା ୱେବ ସହିତ ଜଡ଼ିତ । କିନ୍ତୁ ଏଭଳି କିଛି ଷ୍ଟାର ଅଛନ୍ତି ଯେଉଁମାନେ ଏଭଳି ଫିଲ୍ମ ଠାରୁ ଯଥେଷ୍ଟ ଦୂରରେ ଅଛନ୍ତି । ସେମାନଙ୍କର ଫିଲ୍ମକୁ ନେଇ ଏକ ସ୍ୱଚ୍ଛ ପରିଚୟ ରହିଛି । ତେବେ ଏଭଳି ଆକ୍ଟରଙ୍କ ମଧ୍ୟରେ ସଲମାନଙ୍କ ନାମ ମଧ୍ୟ ଯୋଡ଼ି ହୋଇ ରହିଛି । ସଲମାନଙ୍କୁ କୌଣସି ଫିଲ୍ମରେ କିସ ସିନ ବା କ୍ଲୋଜସିନ କରିବାର ଦେଖିବାକୁ ମିଳିନଥାଏ । ଇଣ୍ଡଷ୍ଟ୍ରିରେ ୨୫ ବର୍ଷରୁ ଅଧିକ ବିତାଉ ସାରିଥିଲେ ମଧ୍ୟ ସଲମାନ ଏହାଠାରୁ ବେଶ ଦୂରରେ । ନିକଟରେ ଏକ ଇଂଟରଭ୍ୟୁରେ ସଲମାନ ଏହାର କାରଣ ଦର୍ଶାଇଛନ୍ତି ।

ଡିଏନଏକୁ ଦେଇଥିବା ଇଂଟରଭ୍ୟୁରେ ସଲମାନ କହିଛନ୍ତିଯେ ସେ ଆକ୍ସନ ଫିଲ୍ମ ସହିତ ଜଡ଼ିତ ହେବାକୁ ଚାହାଁନ୍ତି । ଏହା ସହିତ କମେଡ଼ି ଫିଲ୍ମ ସହିତ ଯୋଡ଼ି ହୋଇ ରହିବାକୁ ଚାହାଁନ୍ତି, ଯେଉଁଭଳି ଫିଲ୍ମକୁ ଏକ ପରିବାର ସାଙ୍ଗ ହୋଇ ଦେଖିପାରିବେ । ସେ ଏହା ମଧ୍ୟ କହିଛନ୍ତିଯେ ଯଦି ମୋ ଫିଲ୍ମକୁ ଏ ସାର୍ଟିଫିକେଟ ମିଳିଛି ତେବେ ନ୍ୟୁଡତା ପାଇଁ ନୁହେଁ ବରଂ ଆକ୍ସନ ପାଇଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More