Only for Entertainment

ଫ୍ୟାନ୍ସଙ୍କ ସ୍ୱପ୍ନ ହେଲା ପୂରଣ , ପୁଣି ଥରେ ଏକାସହ ନଜର ଆସିବେ ଟାଇଗର ଏବଂ ଜୋୟା !

NDTV
0 33

ସଲମାନ ଖାନଙ୍କ ଫିଲ୍ମ ଭାରତରେ ପ୍ରିୟଙ୍କା ଚୋପ୍ରାଙ୍କ ସ୍ଥାନରେ କ୍ୟାଟରୀନାଙ୍କୁ ସାଇନ କରାଯାଇଛି । ଅଲି ଅବାସ ଜାଫର ସୋମବାର ଦିନ ହିଁ କ୍ୟାଟ୍ରିନା ଙ୍କ ନାଁ ଖୁଲାସା କରିଛନ୍ତି । ଏବେ ସଲମାନ ପୋଷ୍ଟ ଜରିଆରେ ତାଙ୍କର ପ୍ରିୟ କ୍ୟାଟରୀନାଙ୍କୁ ଭାରତ ଫିଲ୍ମରେ ଖାସ ସ୍ୱାଗତ କରିଛନ୍ତି ।

ସେ କ୍ୟାଟ୍ରିନା ଙ୍କୁ ସ୍ୱାଗତ କରି ସ୍ପେଶାଲ ପୋଷ୍ଟ କରିଛନ୍ତି । ଯେଉଁଥିରେ ଲେଖାଅଛି – “ଏକ ସୁନ୍ଦର ସୁଶୀଳା ଝିଅ କ୍ୟାଟରୀନା, ତାଙ୍କୁ ଭାରତକୁ ସ୍ୱାଗତ ।…..’’

ଏଠାରେ ଆମେ କହି ରଖୁଛୁ ଯେ ଭାରତରେ ପୁଣି ଥରେ ପ୍ରଶଂସକ ସଲମାନ- କ୍ୟାଟ୍ରିନାଙ୍କ ହିଟ ଯୋଡି ଦେଖିବେ । ଏହାପୂର୍ବରୁ ଦୁହେଁ ଟାଇଗର ଜିନ୍ଦା ହେ ରେ ନଜର ଆସିଥିଲେ । କ୍ୟାଟ୍ରିନା ନଜର ଆସିଥିଲେ । କ୍ୟାଟ୍ରିନାଙ୍କ ପୂର୍ବରୁ ପ୍ରିୟଙ୍କାଙ୍କୁ ସ୍ୱାଗତ କରିଥିଲେ ସଲମାନ । ମାତ୍ର ସେ ଏହି ଫିଲ୍ମରେ ଅଭିନୟ କରିଲେ ନାହିଁ । ଭାରତରେ ସଲମାନଙ୍କ ବ୍ୟତୀତ ଦିଶା ପଟାନୀ, ତବ୍ୱୁ, ସୁନୀଲ ଗ୍ରୋବରଙ୍କ ର ମୁଖ୍ୟ ଭୂମିକା ରହିଛି । ଏହା ଏକ ପିରିଅଡ ଡ୍ରାମା ଫିଲ୍ମ ଅଟେ ଏହାର ନିର୍ଦ୍ଦେଶନା ଭାର ତୁଲାଉଛନ୍ତି ଅଲି ଅବାସ ଜାଫର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More