Only for Entertainment

ବିବାହ ପାଇଁ ସଲମାନଙ୍କୁ କିଭଳି ଝିଅ ଦରକାର ? ରେସ୩ରେ ହେବ ଖୁଲାସା ।

aajtak
0 50

ସଲମାନ ଖାନଙ୍କ ଅପକମିଂ ଫିଲ୍ମ ରେସ୩ର ଟ୍ରେଲର ଇଂଟରନେଟରେ ଧମାଲ ମଚାଇଛି । ୧୫ଜୁନରେ ରିଲିଜ ହେବାକୁ ଥିବା ଏହି ଫିଲ୍ମ ଟ୍ରେଲର ୟୁଟ୍ୟୁବରେ ପ୍ରଥମ ନମ୍ବରରେ ରହି ଟ୍ରେଣ୍ଡ ପାଲିଟି ଯାଇଛି । ଏହାକୁ ଏବେ ପର୍ଯ୍ୟନ୍ତ ୧କୋଟି ୨ଲକ୍ଷ ଲୋକରୁ ଅଧିକଥର ୟୁଟ୍ୟୁବରେ ଦେଖା ଯାଇ ସାରିଲାଣି ।

ଫିଲ୍ମ ବିଷୟରେ ଏକ ରୋମାଂଚକର କଥା ହେଉଛି ସଲମାନଙ୍କୁ ବିବାହ ପାଇଁ କିଭଳି ଝିଅ ଦରକାର ଏହି ଫିଲ୍ମରେ କହୁଥିବାର ନଜର ଆସିବେ ।

ଫିଲ୍ମ ଟ୍ରେଲରର ଏକ ସିନରେ ସଲମାନ ଜାକଲିନଙ୍କ ହାତ ମାଗିଥିଲେ ଏବଂ ଜାକଲିନ ମନା କରିବାରୁ କହିଥିଲେ ଭୟ କରନାହିଁ ବିବାହ କରିବା ପାଇଁ ମାଗୁନାହିଁ । ଫିଲ୍ମ ଟ୍ରେଲରରେ ଦେଖିବାକୁ ମିଳିଥେିବା ଏହି ସିନ ଦର୍ଶକଙ୍କ ହୃଦୟକୁ ଜିତି ନେଇଛି । ଏହିଭଳି କିଛି ସିନ ରହିଛି ଫିଲ୍ମରେ ଯାହା ନିଶ୍ଚୟ ଆପଣଙ୍କୁ ଭଲ ଲାଗିବେ ।

ତେବେ ଇଦରେ ରିଲିଜ ହେବାକୁ ଥିବା ଏହି ଫିଲ୍ମ ବକ୍ସ ଅଫିସରେ କେତେ ମାତ୍ରାରେ ଜଲୱା ଦେଖାଉଛି ତାହା କେବଳ ଆଗକୁ ଦେଖିବା ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More