Only for Entertainment

ଅର୍ପିତା ଏବଂ ଆୟୁଷ କଲେ ଗଣେଶଙ୍କ ବିସର୍ଜନ, ନଜର ଆସିଲେ ଅନେକ ବଲିଉଡ କଳାକାର ।

bollywood life
0 42

ବଲିଉଡ ସେଲିବ୍ରିଟିମାନେ ଘରେ ଘରେ ଗଣେଶଙ୍କୁ ସ୍ଥାପନା କରି ପୂଜା କରିଥାନ୍ତି । ସଲମାନଙ୍କ ଠାରୁ ଆରମ୍ଭ କରି ବିଗ ବିଙ୍କ ପର୍ଯ୍ୟନ୍ତ ସମସ୍ତ ଷ୍ଟାର ଗଣେଶ ଉତ୍ସବ ପରିବାର ଏବଂ ବନ୍ଧୁ ମାନଙ୍କ ସହିତ ଧୁମଧାମରେ ପାଳନ କରିଥାନ୍ତି । ଚଳିତ ବର୍ଷ ସଲମାନଙ୍କ ଭଉଣୀ ଅର୍ପିତା ଖାନ ଶର୍ମା ନିଜ ଘରେ ଗଣେଶ ପୂଜାର ଆୟୋଜନ କରିଥିଲେ । ଏହି ଉତ୍ସବରେ ସଲମାନଙ୍କ ସହିତ ତାଙ୍କର ପୁରା ପରିବାର ସାମିଲ ହୋଇଥିଲେ ।

ଗଣପତିଙ୍କୁ ସ୍ୱାଗତ କରିବା ପରେ ପୂରା ପରିବାର ଶୁକ୍ରବାର ଗଣେଶଙ୍କୁ ବିଦାୟ ଦେଇଛନ୍ତି । ଆୟୁଷ ଏବଂ ଅର୍ପିତା ପୂରା ପରିବାର ଏବଂ ବନ୍ଧୁଙ୍କ ସହିତ ମିଶି ଭଗବାନ ଗଣେଶଙ୍କ ବିସ ର୍ଜନ କରିଛନ୍ତି । ଗଣେଶଙ୍କ ବିଦାୟ ଉତ୍ସବରେ ପରିବାର ସମେତ ବଲିଉଡରେ ଅନେକ ସେଲିବ୍ରିଟି ସାମିଲ ହୋଇଥିଲେ ।

ଦେଖନ୍ତୁ ଫଟୋ-

aayush

arpita1

arpita2

ganpati

sohel

swara

yulia

କହିରଖୁଛୁ ଯେ, ଚଳିତ ବର୍ଷ ଅର୍ପିତା ଏବଂ ଆୟୁଷଙ୍କ ପାଇଁ ଖୁବ ମହତ୍ୱପୂର୍ଣ୍ଣ । ଆଗାମୀ ମାସ ୫ ତାରିଖରେ ଆୟୁଷଙ୍କ ଡେବ୍ୟୁ ଫିଲ୍ମ ଲଭରାତ୍ରୀ ରିଲିଜ ହେବ । ଏହି ଫିଲ୍ମକୁ ପ୍ରଡ୍ୟୁସ କରୁଛନ୍ତି ସଲମାନ ଖାନ । ଫିଲ୍ମରେ ଆୟୁଷଙ୍କ ସହିତ ବାରିନା ହୁସୈନ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More