Only for Entertainment

ପ୍ରଥମ ଥର ସଲମାନଙ୍କୁ ଏୟାରପୋର୍ଟରେ ଦେଖି ବେକାବୁ ହେଲା ଭିଡ଼ । ଭିଡ଼ିଓ ଭାଇରାଲ ।

punjab kesari
0 30

ବଲିଉଡ ଦବଙ୍ଗ ସଲମାନ ଏବେ ଫିଲ୍ମ ଭାରତରେ ବ୍ୟସ୍ତ ଅଛନ୍ତି । ନିକଟରେ ସୋସିଆଲ ମିଡିଆରେ ସଲମାନଙ୍କ ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି । ଭିଡ଼ିଓରେ ସଲମାନ ଜୟପୁର ଏୟାରପୋର୍ଟରୁ ବାହାରକୁ ବାହାରୁଥିବାର ନଜର ଆସିଛନ୍ତି ।

 

 

View this post on Instagram

 

Salman Khan Spotted At Jaipur Airport. #salman #salmankhan #jaipur #bharat #biggboss12 #bb12

A post shared by Salman Khan Universe (@salmanuniv) on

ବାହାରକୁ ଆସିବା ମାତ୍ରେ ସଲମାନଙ୍କୁ ତାଙ୍କ ଫ୍ୟାନ୍ସ ଘେରି ଯାଇଥିଲେ । ବାସ୍ତବରେ ସଲମାନ ପିଙ୍ଗ ସିଟିରେ ପିଲାଙ୍କ ସହିତ ଜଡ଼ିତ ଏକ ସଂସ୍ଥାର ଉଦ୍ଘାଟନ କରିବା ପାଇଁ ଯାଇଥିଲେ । ଏୟାରପୋର୍ଟରେ ତାଙ୍କୁ ଦେଖିବା ମାତ୍ରେ ଲୋକ ତାଙ୍କ ନିକଟକୁ ଦୌଡ଼ିବାକୁ ଲାଗିଲେ । କେହି କେହି ଫଟୋ ଉଠାଇବାକୁ ଚେଷ୍ଟା କରୁଥିଲେତ କେହି ତାଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିଲା । ସେହି ସମୟରେ ତାଙ୍କ ସହିତ ୟୁଲିୟା ମଧ୍ୟ ଥିଲେ ।

 

ଫିଲ୍ମ କଥା ଆଲୋଚନା କରିବା ତ ଭାରତ ସଲମାନଙ୍କର ଡ୍ରିମ ପ୍ରୋଜେକ୍ଟ । ଫିଲ୍ମରେ ତାଙ୍କ ସହିତ କ୍ୟାଟ୍ରିନା କୈଫ ଏବଂ ସୁନିଲ ଗ୍ରୋଭର ମୁଖ୍ୟ ଚରିତ୍ରରେ ନଜର ଆସିବେ । ଦିଶା ପାଟନୀ ଏବଂ ନୋରା ଫତେହୀ ମଧ୍ୟ ନଜର ଆସିବେ । ଫିଲ୍ମ ଆସନ୍ତା ବର୍ଷ ଇଦକୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More