Only for Entertainment

କାହିଁକି ଅବୁ ଧାବିକୁ ନିଜର ଦ୍ୱିତୀୟ ଘର ଭାବନ୍ତି ସଲମାନ?

youtube
24

ସଲମାନଙ୍କ ପାଇଁ ଅବୁ ଧାବି ଦ୍ୱିତୀୟ ଘର ଭଳି । ନିକଟରେ ଫିଲ୍ମ ଭାରତର ସୁଟିଂ ସଂଯୁକ୍ତ ଆରବ ଅମିରାତର ରାଜଧାନୀରେ ଶେଷ ହେଲା,ଏବଂ ସଲମାନଙ୍କ କହିବା ଅନୁସାରେ ଫିଲ୍ମ ସୁଟିଂ ସମୟର ଅନୁଭବ ଖୁବ ରୋମାଂଚକର ଏବଂ ଆନନ୍ଦଦାୟକ ଥିଲା ।ଅବୁଧାବିରେ ଏହି ଫିଲ୍ମର ସୁଟିଂ ଶେଷ ହୋଇଛି । ସୁଟିଂ ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ହୋଇଛି । ଏହି ଫିଲ୍ମରେ ୧୦ ଜଣ ସୁପରଷ୍ଟାର ଅଛନ୍ତି ।

ସଲମାନ କୁହନ୍ତିଯେ ଭାରତ ଏବଂ ଅବୁ ଧାବି ମଧ୍ୟରେ ପ୍ରାୟ ସାଂସ୍କୃତିକ ସଂପର୍କ ରହିଛି,ତେଣୁ ସେଠାକୁ ଯିବାକୁ ସେ ପସନ୍ଦ କରନ୍ତି । ଗତ ବର୍ଷ ସେ ଭାରତ ଅପେକ୍ଷା ଅଧିକାଂଶ ସମୟ ଅବୁ ଧାବିରେ ବିତାଇଥିଲେ ।ତେଣୁ ସେ ଭାବନ୍ତି ଏହା ତାଙ୍କର ଦ୍ୱିତୀୟ ଘର ।

ଅଲି ଅବାସ ଜଫରଙ୍କ କହିବା ଅନୁସାରେ ସେଠାରେ ଭିନ୍ନ ଭିନ୍ନ ସ୍ଥାନ ରହିଛି ଯାହା ଆପଣ ଅଭିନୟ ପାଇଁ ଚୟନ କରିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More