Only for Entertainment

ଧର୍ମେନ୍ଦ୍ରଙ୍କ ସହିତ ଏହି ଫଟୋ ସେୟାର କଲେ ସଲମାନ ।

bollywood tadka
0 39

ରେସ ଥ୍ରି ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି ସଲମାନ ଖାନ ।ନିକଟରେ ସେ ବବି ଦେଓଲ ଏବଂ ତାଙ୍କ ବାପା ଧର୍ମେନ୍ଦ୍ରଙ୍କ ସହିତ ଏକ ଫଟୋ ଉଠାଇଛନ୍ତି ଯାହାକୁ ସେ ତାଙ୍କ ଟ୍ୱିଟର ଆକାଉଂଟରେ ସେୟାର କରିଛନ୍ତି ।

 

ଫଟୋ ସେୟାର କରିବା ସହିତ ସେ କ୍ୟାପ୍ସନ ମଧ୍ୟ ଦେଇଛନ୍ତି ।
ସେ ଲେଖିଥିବା କ୍ୟାପ୍ସନ ଫିଲ୍ମରେ ଡେଜି ଶାହଙ୍କର ଏକ ବାକ୍ୟର ନକଲ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More