Only for Entertainment

ସାମାନ୍ୟ ଲୁଣ ବଦଳାଇ ଦିଏ ଭାଗ୍ୟ

52

ଲୁଣ ଏପରି ଏକ ପଦାର୍ଥ ଯାହା କେବଳ ଖାଦ୍ୟର ସ୍ୱାଦ ବଢାଏ ନାହିଁ ବରଂ ଜୀବନରେ ଲାଗି ରହିଥିବା ସମସ୍ୟାକୁ ମଧ୍ୟ କିଛି ମାତ୍ରାରେ ଦୂର କରିପାରେ । ବସ୍ତୁ ଶାସ୍ତ୍ର ଅନୁସାରେ ଲୁଣ ସମ୍ପର୍କିତ କିଛି ଉପାୟ କରିବା ଦ୍ୱାରା କଠିନରୁ କଠିନ ସମସ୍ୟାର ସମାଧାନ ମିଳିପାରେ । ଆଜିକାଲି ଅଧିକାଂଶ ଲୋକଙ୍କ ମଧ୍ୟରେ ପେଶା ଏବଂ ଜବକୁ ନେଇ ସମସ୍ୟା ଦେଖାଯାଉଛି । କିଛି ଲୋକଙ୍କୁ ମନପସନ୍ଦର ଜବ ମିଳୁନଥିବା ବେଳେ କିଛି ଲୋକ ପରିଶ୍ରମ କରି ମଧ୍ୟ ଭଲ ଆୟ କରିପାରୁ ନାହାଁନ୍ତି । ତେବେ ଲୁଣର ଏହି ଚମତ୍କାରୀ ଉପାୟ କରିବା ଦ୍ୱାରା ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ହୋଇପାରିବ ।

କାଚ ବାଟିରେ କିଛି ପଗଡ ଲୁଣ ରଖନ୍ତୁ ଏବଂ ସେଥିରେ ୪-୫ଟି ଲବଙ୍ଗ ପକାନ୍ତୁ । ଧ୍ୟାନ ରଖନ୍ତୁ ଯେପରି ଲବଙ୍ଗ ଭାଙ୍ଗି ନଥାଏ । ଏବେ ଏହାକୁ ଘରର ଯେକୌଣସି ସ୍ଥାନରେ ରଖି ଦିଅନ୍ତୁ । ଲୁଣ ରଙ୍ଗ ପରିବର୍ତ୍ତନ କରିବା ମାତ୍ରେ ଏହାକୁ ବଦଳାଇ ଦିଅନ୍ତୁ ।

ଏହି ଉପାୟ କରିବା ଦ୍ୱାରା ଘରେ ଅନ୍ନ ଏବଂ ଧନର ଅଭାବ ଦଖାଯାଇନଥାଏ । ଘରର ସୁଖ ସମୃଦ୍ଧି ବଢିଥାଏ । ଏହି ଉପାୟ କରିବା ଦ୍ୱାରା ଘରେ ଏକ ପ୍ରକାର ସୁଗନ୍ଧରେ ଭରି ଉଠିବ । ଏହାର ପ୍ରଭାବରେ ନକରାତ୍ମକ ଶକ୍ତି ଦୂରେଇ ରହିଥାଏ । ଏହା ସହିତ ବିଭିନ୍ନ ରୋଗରୁ ମଧ୍ୟ ବଚଂବା ପାଇଁ ଶକ୍ତି ମିଳିଥାଏ ।

ୱାଶରୁମରେ ବାସ୍ତୁ ଦେଷ ଥିଲେ କ୍ରିଷ୍ଟାଲ ଲୁଣକୁ ଏକ ପାତ୍ରରେ ଏପରି ସ୍ଥାନରେ ରଖନ୍ତୁ ଯେପରି କାହାର ନଜର ଏବଂ ହାତ ସେଠାରେ ପଡିବ ନାହିଁ । ସପ୍ତାହରେ ଥରେ ଏହି ଲୁଣକୁ ପରିବର୍ତ୍ତନ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More