Only for Entertainment

କୁଛ କୁଛ ହୋତା ହୈ’ର କୁନି ଝିଅ ସନା ସଇଦଙ୍କ ଗ୍ଲାମରସ ଫଟୋସୁଟ ।

bollywood tadka
46

ଏହି ସୁନ୍ଦରୀ ହେଉଛନ୍ତି ସନା ସଇଦ । ଏବେ ଆପଣ ଆପଣ ଭାବୁଥିବେ ସେ କିଏ । ଆମେ ଆପଣଙ୍କୁ ମନେ ପକାଇଦେବୁଯେ ସନା ଶାହାରୁଖ ଖାନଙ୍କ ଅନ ସ୍କ୍ରିନ ଝିଅ । ଫିଲ୍ମ କୁଛ କୁଛ ହୋତା ହୈ’ରେ କାଜୋଲ ଏବଂ ଶାହାରୁଖଙ୍କ ସହିତ କୁନି ଝିଅ ଅଂଜଳି ଭାବରେ ନଜର ଆସିଥିଲେ । ଆଜ୍ଞା ହଁ ସେହି ଅଂଜଳି ଏବେ ବଡ଼ ହୋଇ ଯାଇଛନ୍ତି । ଯାହାଙ୍କର ଗ୍ଲାମରସ ଫଟୋ ଆମେ ଆପଣଙ୍କୁ ଦେଖାଉଛୁ । ମଙ୍ଗଳାବାରକୁ ସନା ତାଙ୍କ ଇଂଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି ।

ସନା ସଇଦ ଜଣେ ଅଭିନେତ୍ରୀ ଏବଂ ମଡେଲ, ଯିଏ ବଲିଉଡ ଫିଲ୍ମରେ ନଜର ଆସିଥାନ୍ତି । ସେ ସର୍ବପ୍ରଥମେ ୧୯୯୮ରେ ଫିଲ୍ମ ‘କୁଛ କୁଛ ହୋତା ହୈ’ରେ ଏବଂ ୨୦୦୦ରେ ‘ହର ଦିଲ ଜୋ ପ୍ୟାର କରେଗା’ଏବଂ ବାଦଲରେ ଏକ କୁନି କଳାକାର ଭାବରେ ନଜର ଆସିଥିଲେ ।

ତେବେ କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଂଟ ଅଫ ଦ ଇୟର’ରେ ସନା ନଜର ଆସିଥିଲେ । ଏହା ବ୍ୟତୀତ କେତେକ ଟିଭି କାର୍ଯ୍ୟକ୍ରମରେ ମଧ୍ୟ ସନା ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More