Only for Entertainment

ଟେନିସ ଖେଳାଳୀ ସାନିଆ ମିର୍ଜା ଦେଲେ ପୁତ୍ର ସନ୍ତାନ ଜନ୍ମ, ସୋସିଆଲ ମିଡିଆରେ ଫରାହ ଖାନ ଦେଲେ ଶୁଭେଚ୍ଛା !

32

ଟେନିସ ଖେଳାଳୀ ସାନିଆ ମିର୍ଜା ଦେଲେ ପୁତ୍ର ସନ୍ତାନ ଜନ୍ମ । ବଲିଉଡ ଫିଲ୍ମ ମେକର ଫରାହ ଖାନ ଏହି ଖବର ଘୋଷଣା କରିଛନ୍ତି ସୋସିଆଲ ମିଡିଆରେ । ଫରାହ ଏକ ଆନିମେଟେଡ ଫଟୋ ଶେୟାର କରି ଲେଖିଛନ୍ତି ଯେ – ବେବି ମିର୍ଜା ମଲ୍ଲିକ ଇଜ ହିୟର । ଏହି ଫଟୋରେ ଫରାହଙ୍କ ଆନିମେସନ ଫଟୋ ମଧ୍ୟ ରହିଛି ଯେଉଁଥିରେ ଲେଖା ଅଛି – ସେ ପିଉସୀ ହୋଇଯାଇଛନ୍ତି ।


ଅନେକ ଦିନ ପରେ ଗୋଟେ ଭଲ ଖବର ଶୁଣିବାକୁ ମିଳିଲା ବୋଲି ଫରାହଙ୍କ ଏହି ଫଟୋରେ କ୍ୟାପଶନ ରହିଛି ଏବଂ ଫରାହ ସାନିଆ ଏବଂ ସୋଏବଙ୍କୁ ଅନେକ ଶୁଭକାମନା ମଧ୍ୟ ଜଣାଇଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଫରାହ ଏବଂ ସାନିଆ ଏକାସହ ଅନେକ ସ୍ଥାନରେ ନଜର ଆସନ୍ତି ସେ କପିଲ ଶର୍ମାଙ୍କ ଶୋ’ ହେଉ କିମ୍ବା କଫି ୱିଦ କରଣ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More