Only for Entertainment

ସଂଜୟ ଦତ୍ତଙ୍କ ମସ୍ତ ଗୀତ ବାବା..ଆୟା ତେରା ବାପ..ଦେଖନ୍ତୁ ଜବରଦସ୍ତ ଭିଡିଓ ।

khabarNDTV
0 53

ସିକ୍ୱେଲ ଫିଲ୍ମ ସାହେବ ବିବି ଗ୍ୟାଙ୍ଗଷ୍ଟର୩ ଫିଲ୍ମର ପ୍ରଥମ ଗୀତ ରିଲିଜ ହୋଇଛି । ସଂଜୁ ଫିଲ୍ମରେ ସଂଜୟ ଦତ୍ତଙ୍କୁ ମିଳିଥିବା ହାଇପ ପରେ ଏବେ ତାଙ୍କ ଡାକ ନାଁ ବାବା’ରୁ ପ୍ରସ୍ତୁତ ହୋଇଥିବା ଥିମ ସଙ୍ଗ ଖୁବ ଦମଦାର ଦେଖିବାକୁ ମିଳିଛି । ଫିଲ୍ମର ଗୀତ ବାବା ଇଜ ବ୍ୟାକ.. ଆୟା ତେରା ବାପ..’ ଲିରିକ୍ସ ଖୁବ ଜବରଦସ୍ତ ଅନୁମାନ ହେଉଛି ।

ଏହି ଗୀତରେ ର୍ୟାପିଂ ମଧ୍ୟ କରାଯାଇଛି । ଗ୍ୟାଙ୍ଗଷ୍ଟର ଲୁକରେ ନଜର ଆସିଥିବା ସଂଜୟ ଦତ୍ତ ଲୋକମାନଙ୍କୁ ଗୁଳି ବନ୍ଧୁକରେ ମାରୁଥିବାର ଦେଖିବାକୁ ମିଳିଛି । ଏହି ଗୀତରେ ତାଙ୍କର ଲୁକ ଖୁବ ଦମଦାର ନଜର ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More