Only for Entertainment

ସଂଜୟ ଦତ୍ତ ପିଲାଙ୍କ ସାଙ୍ଗରେ ସୋସିଆଲ ମିଡିଆରେ ଫଟୋ ଶେୟାର କରି ପ୍ରକାଶ ଗଲେ ନିଜ ମନର ଭାବନା !

30

ଆଜିକାଲି ସବୁ ବଲିଉଡ ଷ୍ଟାରଙ୍କ ଛୁଆ ବଡ ଷ୍ଟାର ହେବାରେ ଲାଗିଛନ୍ତି । ନିକଟ ଦିନରେ ତୈମୁର ଏବଂ କରଣ ଜୋହରଙ୍କ ଛୁଆଙ୍କ ଫଟୋ ସୋସିଆଲ ମିଡିଆରେ ଅନେକ ସମୟରେ ଘୁରି ବୁଲୁଛି । ମାତ୍ର ଏଠାରେ ସଂଜୟ ଦତ୍ତଙ୍କ ପିଲାମାନେ ଏପରି କିଛି କରିଛନ୍ତି , ଯେଉଁକାରଣରୁ ସେମାନଙ୍କ ବାପା ହେବା କାରଣରୁ ସଂଜୟ ଗୌରବାନ୍ୱିତ ଅନୁଭବ କରୁଛନ୍ତି ବୋଲି ସୋସିଆଲ ମିଡିଆରେ ଫଟୋ ଶେୟାର କରିଛନ୍ତି ।
ଅସଲରେ ସଂଜୁ ବାବା ସୋମବାର ରାତିରେ ନିଜ ସୋସିଆଲ ଅକାଉଂଟରେ ପିଲାମାନଙ୍କ ସହ ଫଟୋ ଶେୟାର କରିଛନ୍ତି । ଫଟୋ ଶେୟାର କରି ସଂଜୟ ଲେଖିଛନ୍ତି ଯେ ତାଙ୍କ ପିଲା ସ୍କୁଲରେ ଭଲ ପ୍ରଦର୍ଶନ କରି ଘରକୁ ଅନେକ ମେଡାଲ୍ସ ନେଇ ଆସୁଛନ୍ତି । ଯାହା ତାଙ୍କୁ ଗୌରବାନ୍ୱିତ ଅନୁଭବ କରାଇଛି ।

 

View this post on Instagram

 

Moments which fill my heart with pride ♥️ #ProudDad

A post shared by Sanjay Dutt (@duttsanjay) on

ଏଠାରେ ଆମେ କହି ରଖୁଛୁ ଯେ ସଂଜୟ ଦତ୍ତଙ୍କ ବଡ ଝିଅ ତ୍ରିଶାଲା ଦତ୍ତ ମଧ୍ୟ ଏହି ଫଟୋରେ କମେଂଟ କରିଛନ୍ତି । ସେ ତାଙ୍କର ଭାଇଭଉଣୀଙ୍କ ର ଏହି ଜୟ ପାଇଁ ଖୁବ ଖୁସି ଅଛନ୍ତି । ସେ କମେଂଟରେ ଲେଖିଛନ୍ତି ଯେ ତାଙ୍କର ତାଙ୍କ ଭାଇଭଉଣୀଙ୍କ ପ୍ରତି ବେଶ ଭଲ ପାଇବା ରହିଛି ଏବଂ ଦୁହେଁ ପରିବାରକୁ ଗୌରବାନ୍ୱିତ ଅନୁଭବ କରାଇଥିବା ମଧ୍ୟ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More