Only for Entertainment

ଅର୍ଜୁନ କପୁରଙ୍କ ପରେ ପାନୀପତରେ ବାଲ୍ଡ ଲୁକରେ ନଜର ଆସିବେ ସଂଜୟ ଦତ୍ତ ।

aajtak
43

ସଂଜୟ ଦତ୍ତ ଏବଂ ଅର୍ଜୁନ କପୁର ଏବେ ଫିଲ୍ମ ପାନୀପତକୁ ନେଇ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ଲୁକ ଏବେ ଖୁବ ଚର୍ଚ୍ଚାରେ ।ଫିଲ୍ମ ପାଇଁ ଅର୍ଜୁନ କପୁରଙ୍କୁ ଲଣ୍ଡା ହେବାକୁ ପଡ଼ିଛି । ଏବେ ଖବର ଅଛିଯେ ସଂଜୟ ଦତ୍ତ ଫିଲ୍ମ ପାଇଁ ଲଣ୍ଡା ହୋଇଛନ୍ତି । ଅବଶ୍ୟ ଏହି ବିଷୟରେ ଅଫିସିଆଲ କିଛି ଜଣାଯାଇ ନାହିଁ । କହିରଖୁଛୁଯେ ଏହା ପୂର୍ବରୁ ସଂଜୟ ଦତ୍ତ ଫିଲ୍ମ ଅଗ୍ନିପଥ ପାଇଁ ମଧ୍ୟ ବାଲ୍ଡ ଲୁକ ନେଇଥିଲେ ।

ନିକଟରେ ଅର୍ଜୁନ କପୁର ମଧ୍ୟ ନୂଆ ଲୁକରେ ନଜର ଆସିଛନ୍ତି । ଫିଲ୍ମର ଟିଜର ପୋଷ୍ଟର ରିଲିଜ ହୋଇସାରିଛି । ପ୍ରଥମେ ଅର୍ଜୁନ ତାଙ୍କ ଲୁକକୁ ସିକ୍ରେଟ ରଖିଥିଲେ । ମିଡିଆକୁ ମୁହଁ ଲୁଚାଉଥିଲେ । ଏବେ କିନ୍ତୁ ତାଙ୍କ ଲୁକ ସାମ୍ନାକୁ ଆସିଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More