Only for Entertainment

ସଂକ୍ରାନ୍ତିରେ ପ୍ରସ୍ତୁତ କରନ୍ତୁ ଖାସ ବାସୁନ୍ଦି ।

hungryforever
0 70

ଆବଶ୍ୟକୀୟ ସାମଗ୍ରୀ-
୪୦୦ ଗ୍ରାମ ମିଠାଇ ମେଡ, ୪ରୁ ୫ କପ ଦୁଗ୍ଧ, ଗୁଜୁରାତି ଗୁଣ୍ଡ,କାଜୁ, ପିସ୍ତା,ଆଲମଣ୍ଡ,ସାଫ୍ରନ,ଜାଇଫଳ ଗୁଣ୍ଡ ।
ପ୍ରସ୍ତୁତି ପ୍ରଣାଳୀ-
ଏକ ମୋଟା କଡ଼େଇ ଗରମ କରି ସେଥିରେ ଦୁଗ୍ଧ ପକାନ୍ତୁ ଏବଂ ପରେ ମିଠାଇ ମେଡ ପକାନ୍ତୁ ଓ କିଛି ସମୟ ମିଶାନ୍ତୁ । ତେବେ ମନ ମୁତାବକ ମିଠା ଅନୁସାରେ ଦୁଗ୍ଧ ମିଶାନ୍ତୁ । ମିଶ୍ରଣକୁ କମ ଆଂଚରେ ବସାନ୍ତୁ । ବାରମ୍ବାର ମିଶାନ୍ତୁ । ଧୀରେ ଧୀରେ ଏହା ବହଳିଆ ହେବା ଆରମ୍ଭ କରିବ । ସେଥିରେ ଥିବା ସରକୁ କଡ଼େଇର ପାଶ୍ୱର୍ରେ ଲଗାନ୍ତୁ । ଏହି ପ୍ରକ୍ରିୟାକୁ ବାରମ୍ବାର କରନ୍ତୁ । ପରେ ଏହାକୁ ବାସୁନ୍ଦିରେ ମିଶାଇ ଦିଅନ୍ତୁ । ଏହାପରେ ସେଥିରେ ଗୁଜୁରାତି ଗୁଣ୍ଡ,ଡ୍ରାଏ ଫ୍ରୁଟ ଓ ସାଫ୍ରନ ପକାନ୍ତୁ । କିଛି ସମୟ ପରେ ବାହାର କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More