Only for Entertainment

ପୁଣି ଡ୍ୟାନ୍ସ କରି ଝଡ଼ ସୃଷ୍ଟି କଲେ ହରିୟାଣୀ ଡ୍ୟାନ୍ସର ସପ୍ନା ଚୌଧରୀ ।

ndtv
53

ସପ୍ନା ଚୌଧରୀ ସବୁବେଳେ ନିଜ ଡ୍ୟାନ୍ସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏହିଥର ମଧ୍ୟ ସପ୍ନାଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି । ଯେଉଁଥିରେ ସପ୍ନା ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । କିଛି ଘଂଟା ପୂର୍ବରୁ ଶେୟାର କରାଯାଇଥିବା ଏହି ଭିଡ଼ିଓକୁ ଯଥେଷ୍ଟ ଭ୍ୟୁଜ ମିଳି ସାରିଛି ।

 

View this post on Instagram

 

Mashup of today’s event ?? #sapnachaudhary #sapnachoudhary

A post shared by Sapna Choudhary (@isapnachaudhary) on

ଭିଡ଼ିଓରେ ଏକାଧିକଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ସପ୍ନା । ସପ୍ନାଙ୍କ ଡ୍ୟାନ୍ସ ଦେଖିବା ପାଇଁ ସବୁ ଥର ଭଳି ଏହି ଥର ମଧ୍ୟ ଖୁବ ଭିଡ଼ ଜମିଥିଲା । ଲୋକ ମଧ୍ୟ ସପ୍ନାଙ୍କଡ୍ୟାନ୍ସକୁ ମୋବାଇଲରେ ସୁଟିଂ କରୁଥିଲେ ।

ଶାଲୱାର ସୁଟରେ ଦମଦାର ଡ୍ୟାନ୍ସ କରୁଥିବାର ସପ୍ନାଙ୍କୁ ଦେଖିବାକୁ ମିଳିଛି । ଏହି ସମୟରେ ସେ ତାଙ୍କର ସମସ୍ତ ସିଗ୍ନେଚର ଷ୍ଟେପ କରିଛନ୍ତି ଏବଂ କିଛି ନୂଆ ଷ୍ଟେପ ମଧ୍ୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More