Only for Entertainment

ସପ୍ନା ଚୌଧରୀଙ୍କ ଗୀତ ‘ତେରେ ଆଙ୍ଖୋ କା ୟୋ କାଜଲ’ରେ ଆମେରିକାନ ଡ୍ୟାନ୍ସର କଲେ ଏପରି ଡ୍ୟାନ୍ସ, ଭାଇରାଲ ହେବାରେ ଲାଗିଛି ଭିଡିଓ-

you tube
45

ସପନା ଚୌଧୁରୀଙ୍କ ଗୀତ ତେରି ଆଖ୍ୟାଁ କା ହେ କାଜଲ ସମସ୍ତଙ୍କୁ ପସନ୍ଦ । କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଏହାର ଚର୍ଚ୍ଚା ଜୋର ଧରିଛି । ସବୁ ବିବାହ ଏବଂ ଡିଜେରେ ଏହି ଗୀତରେ ଲୋକମାନେ ଖୁବ ନାଚନ୍ତି । ତେବେ ସପନାଙ୍କ ଏହି ଗୀତ ଦେଶ ନୁହେଁ ବିଦେଶରେ ମଧ୍ୟ ଜୋର ଧରିଛି କିନ୍ତୁ ଏକଥା ଆମେ କହୁ ନାହୁଁ , ଏହି କଥା ଏହି ଭିଡିଓରୁ ଜଣା ପଡୁଛି ଯାହା ଏବେ ସୋସିଆଲ ମିଡିଆରେ ଚହଳ ପକାଇଛି ।

ୟୁଟ୍ୟୁବରେ ଆମେରିକା ଡ୍ୟାନ୍ସର ନିଜର ଯାଦୁ ବିଛାଇଛନ୍ତି । ଏହି ଭିଡିଓରେ ଡ୍ୟାନ୍ସ କରିଥିବା କଳାକାରଙ୍କ ନାଁ ହେଉଛି ଦୀପ ବରାର । ସେ ପେଶାରେ ଜଣେ କୋରିଓଗ୍ରାଫର ଅଟନ୍ତି । ଦୀପଙ୍କ ୱେଷ୍ଟର୍ଣ୍ଣ ଠୁମକା ଖୁବ ଜବରଦସ୍ତ ହୋଇଛି । ଦେଖନ୍ତୁ ଭିଡିଓ –

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More