Only for Entertainment

ଲଗଜରୀ କାର କିଣିବା ମାତ୍ରେ ବୁଲିବାକୁ ବାହାରିଗଲେ ସପ୍ନା ଚୌଧରୀ, ନିଜେ ଡ୍ରାଇଭ କରୁଥିବାର ନଜର ଆସିଲେ ।

jansatta
16

ବିଗବସ ବିଜୟିନୀ ସପ୍ନା ଚୌଧରୀ ଏବେ ତାଙ୍କ ସଫଳତାକୁ ଉପଭୋଗ କରୁଛନ୍ତି । ଅଧିକାଂଶ ସମୟରେ ସପ୍ନାଙ୍କର କୌଣସି ନା କୌଣସି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଫ୍ୟାନ୍ସ ସପ୍ନା ଚୌଧରୀଙ୍କ ଡ୍ୟାନ୍ସ ମୁଭ୍ସ ଦେଖିବା ପାଇଁ ଖୁବ ଉତ୍ସାହିତ । ଏଥିରୁ ସପ୍ନାଙ୍କ ଲୋକପ୍ରିୟତା କେତେ ଅଛି ତାହା ଅନୁମାନ କରାଯାଇପାରେ । ନିକଟରେ ସପ୍ନା ଏକ ଲଗଜରୀ କାର କିଣିଛନ୍ତି ।

ଆଜ୍ଞା ହଁ ସପ୍ନା ୱିମେନ୍ସ ଡେ ଉପଲକ୍ଷେ ଏକ କାର ଆଣିଛନ୍ତି । ନିଜ ଇଂଷ୍ଟାଗ୍ରାମ ଆକାଉଂଟରେ ସପ୍ନା କିଛି ଭିଡ଼ିଓ ଶେୟାର କରିଛନ୍ତି । ସପ୍ନା ଭିଡ଼ିଓରେ ନିଜେ କାର ଚଳାଉଥିବାର ନଜର ଆସିଛନ୍ତି । ସପ୍ନା ଯେଉଁ କାର କିଣିଛନ୍ତି ତାହାର ଆରମ୍ଭ ମୂଲ୍ୟ ୨୫ ଲକ୍ଷ । ତେବେ ସପ୍ନା କିଣିଥିବା ଗାଡ଼ିର ମୂଲ୍ୟ ପ୍ରାୟ ୩୨ ଲକ୍ଷ । ସପ୍ନା ଗାଡ଼ି ଚଳାଉଥିବା ସମୟରେ ଖୁବ ଖୁସି ଥିବା ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More