Only for Entertainment

ସପ୍ନା ଚୌଧରୀଙ୍କ ଠୁମକାରେ ଦିୱାନା ହେଲେ ହ୍ରିତିକ ରୋଶନଙ୍କ ବାପା

times now hindi
44

ପ୍ରସିଦ୍ଧ ହରିୟାଣୀ ଡ୍ୟାନ୍ସର ସପ୍ନା ଚୌଧରୀଙ୍କ ଭିଡ଼ିଓ ପୁଣିଥରେ ଭାଇରାଲ ହେଉଛି । ୟୁଟୁବ୍ୟରେ ସପ୍ନାଙ୍କ ଏକ ଡ୍ୟାନ୍ସକୁ ଖୁବ ପସନ୍ଦ କରାଯାଉଛି । ତାଙ୍କର ଏହି ନୂଆ ଭିଡ଼ିଓକୁ ଏତେ ମାତ୍ରାରେ ପସନ୍ଦ କରାଯାଉଛିକି ୟୁଟ୍ୟୁବରେ ଏହାକୁ ଏପର୍ଯ୍ୟନ୍ତ ୧ କୋଟିରୁ ଅଧିକ ଲୋକ ଦେଖି ସାରିଛନ୍ତି । ଏହା ଏକ ଲାଇଭ ପର୍ଫମାନ୍ସ ସମୟର ଭିଡ଼ିଓ । ଗୀତରେ ସପ୍ନାଙ୍କ ଜବରଦସ୍ତ ଠୁମକ ଦେଖିବାକୁ ମିଳିଛି ।

ଖାସ କଥା ହେଉଛି ଆୱାର୍ଡ଼ ଶୋ’ରେ ଯେତେବେଳେ ସପ୍ନା ଡ୍ୟାନ୍ସ କରୁଥିଲେ ହ୍ରିତିକ ରୋଶନଙ୍କ ବାପା ରାକେଶ ରୋଶନଙ୍କ ନଜର ହଟିଲା ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More