Only for Entertainment

ଏଥର ସପନା ନୁହଁନ୍ତି ବରଂ ସପନାଙ୍କ ମା’ କଲେ ଡାନ୍ସ !

19

ଡାନ୍ସ କ୍ୱିନ ଏବଂ ବଲିଉଡ ଅଭିନେତ୍ରୀ ସପନା ଚୌଧୁରୀଙ୍କ ଡାନ୍ସ ଶୋ’ ଏବଂ ଭାଇରାଲ ଭିଡିଓ ଆପଣ ତ ସବୁବେଳେ ଦେଖୁଥିବେ । ସୁନ୍ଦରୀ ସପନାଙ୍କ ଫ୍ୟାନ ଫଲୋଇଂ ମଧ୍ୟ ଶାନଦାର ଏବଂ ତାଙ୍କ ଭିଡିଓ ଆସୁ ଆସୁ ଭାଇରାଲ ହୋଇଯାଏ । ସେହିଭଳି ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି । ସେଥିରେ ସପନା ଚୌଧୁରୀ ନୁହଁନ୍ତି ବରଂ ତାଙ୍କ ମା’ ନିଲମ ନଜର ଆସିଛନ୍ତି ।


ଖାସ କଥା ହେଉଛି ସବୁବେଳେ ନିଜ ଭାଇରାଲ ଭିଡିଓରେ ସପନା ନଜର ଆସନ୍ତି,ମାତ୍ର ତାଙ୍କ ମା’ ଖୁବ କମ ନଜର ଆସନ୍ତି । ମାତ୍ର ଏଥର ତାଙ୍କ ମା’ ଡାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓକୁ ଦେଖି ସପନାଙ୍କ ମା’ଙ୍କ କ୍ୟୁଟନେଓ ଉପରେ ୟୁଜର୍ସ ପୁରା ଫିଦା ହୋଇ ପଡିଛନ୍ତି । ଏହି ଭିଡିଓରେ ସପନା ପ୍ରସିଦ୍ଧ ଅଭିନେତା ରାଜେନ୍ଦ୍ର କୁମାର ଏବଂ ହେମା ମାଲିନୀଙ୍କ ଗୀତରେ ପରଫର୍ମ କରିଛନ୍ତି ଏବଂ ଏହି ଭିଡିଓକୁ ନିଲମ ନିଜ ହାତରେ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More