Only for Entertainment

ଟ୍ରିଙ୍ଗ ଟ୍ରିଙ୍ଗ’ ଗୀତରେ ଟ୍ରାନ୍ସପାରେଂଟ ଡ୍ରେସରେ ସପନା ଚୌଧୁରୀ ଲଗାଇଲେ ଠୁମକା !

35

ବିବାଦୀୟ ସିରିଅଲ ବିିଗବସ୧୧’ର ପ୍ରତିଯୋଗୀ ରହିଥିବା ସପନା ଚୌଧୁରୀ ଖୁବ ଶୀଘ୍ର ଫିଲ୍ମରେ ପାଦ ଦେବାକୁ ଯାଉଛନ୍ତି । ନିକଟରେ ତାଙ୍କ ଫିଲ୍ମ’ଦୋସ୍ତି କେ ସାଇଡ ଇଫେକ୍ଟ’ର ଟ୍ରେଲର ରିଲିଜ ହୋଇଥିଲା । ଏବେ ଏହି ଫିଲ୍ମର ପ୍ରଥମ ଗୀତ ‘ଟ୍ରିଙ୍ଗଟ୍ରିଙ୍ଗ’ ରିଲିଜ ହୋଇଛି । ନିଜ ଡ୍ୟାନ୍ସ ପାଇଁ ଫେମସ ଥିବା ସପନା ଏହି ଗୀତରେ ନିଜର ଡ୍ୟାନ୍ସ ଜଲୱା ଦେଖାଇଛନ୍ତି । ସପନାଙ୍କ ଲଟକା ଝଟକା ନିଶ୍ଚୟ ଫ୍ୟାନ୍ସମାନଙ୍କୁ ଘାଇଲା କରିବ । ଏହା ଏକ ଆଇଟମ ସଙ୍ଗ ।

ଏଠାରେ ଆମେ କହି ରଖୁଛୁ ଯେ ସପନାଙ୍କ ଏହି ଫିଲ୍ମ ଆସନ୍ତା ମାସ ୮ତାରିଖରେ ରିଲିଜ ହେବ , ଯେଉଁଥିରେ ସପନା ଆଇପିଏସ ଅଧିକାରୀଙ୍କ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ ସପନା ପୁଲିସ ପୋଷାକରେ ଆକ୍ସନ ଏବଂ ଷ୍ଟଂଟ କରିବାରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More