Only for Entertainment

ଶାଢୀ ପିନ୍ଧି ଟ୍ରୋଲ ହେଲେ ସପ୍ନା ଚୌଧରୀ ।

bollywood tadka
44

ହରିୟାଣୀ ଡ୍ୟାନ୍ସର ସପ୍ନା ଚୌଧରୀ ଏବେ ପୁଣିଥରେ ତାଙ୍କ ଫଟୋକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ବାସ୍ତବରେ ୧୦ ଜୁନକୁ ସପ୍ନା କଳା ରଙ୍ଗର ଶାଢୀରେ କିଛି ଫଟୋ ଇଂଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏହି ଫଟୋକୁ ଦେଖିବା ପରେ ଫ୍ୟାନ୍ସ ଟ୍ରୋଲ କରିବା ଆରମ୍ଭ କରିଦେଲେ । ଜଣେ ୟୁଜର ଲେଖିଛନ୍ତି, ‘ପେଟ ବଡ଼ ହୋଇଗଲାଣି’ ।

କହିରଖୁଛୁଯେ ସପ୍ନା ହରିୟାଣାର ପ୍ରସିଦ୍ଧ ଡ୍ୟାନ୍ସର । ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ତାଙ୍କର ଜଲୱା ଦେଖିବାକୁ ମିଳେ । ଅବଶ୍ୟ ସବୁଠାରୁ ଖାସ କା ହେଉଛି ବିଗବସରେ ପ୍ରତିଯୋଗୀ ସାଜିବା ପରେ ସପ୍ନାଙ୍କୁ ସାରା ଦେଶ ଜାଣିଲା । କିନ୍ତୁ ଏବେ ଶାଢୀ ପିନ୍ଧି ଫଟୋ ପୋଷ୍ଟ କରିବା ସପ୍ନାଙ୍କୁ ମହଙ୍ଗା ପଡ଼ିଛି । ସୋସିଆଲ ମିଡିଆରେ ସପ୍ନା ଫଟୋ ପୋଷ୍ଟ କରି କ୍ୟାପ୍ସନରେ ଲେଖିଛନ୍ତି ମୋ ଅଭିଧାନରେ ଅସମ୍ଭବ ବୋଲି ଏକ ଶବ୍ଦ ନାହିଁ । କିନ୍ତୁ ପେଟ ପାଇଁ ଟ୍ରୋଲ ହେଉଛନ୍ତି ଏହି ହରିୟାଣୀ ଡ୍ୟାନ୍ସର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More