Only for Entertainment

ସପନା ଚୌଧୁରୀଙ୍କ ଗୀତ ମଚାଇଲା ଧୁମ, ‘‘ତେରୀ ଆଂଖ୍ୟା କା ୟେ କାଜଲ’’ରେ ଦେଖିବାକୁ ମିଳିଲା ୟୁଟ୍ୟୁବରେ ଆଉ ଏକ ଅନ୍ଦାଜ ।

zeenews
0 55

ସପନା ଚୌଧୁରୀ ହରିୟାଣାରେ ଖୁବ ପରିଚିତ ଏବଂ ବିବାଦୀୟ ସିରିଅଲ ବିଗବସରେ ଭାଗ ନେବା ପରେ ତାଙ୍କର ପପୁଲାରିଟି ରାତାରାତି ଅନେକ ଗୁଣରେ ବଢିଯାଇଛି । ହରିୟାଣାବି ଗୀତରେ ଡ୍ୟାନ୍ସ କରି ପ୍ରସିଦ୍ଧ ହୋଇଥିବା ସପନା ଚୌଧୂରୀ ବଲିଉଡ ଏବଂ ଭୋଜପୁରୀ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି । କିନ୍ତୁ ସପନା ଯେଉଁଭଳି ଚାରିଆଡେ ପ୍ରସିଦ୍ଧ ହେବାରେ ଲାଗିଛନ୍ତି ସେହିଭଳି ତାଙ୍କର ଗୀତ ‘ତେରୀ ଆଂଖ୍ୟା କା ୟେ କାଜଲ’ଜବରଦସ୍ତ ହିଟ ହେବାରେ ଲାଗିଛି ।

ଯଦିଓ ଏହି ଗୀତ ସପନା ଚୌଧୁରୀ ଗାଇ ନାହାନ୍ତି କିନ୍ତୁ ଅନେକ ସମୟରେ ସେ ଏହି ଗୀତରେ ଡ୍ୟାନ୍ସ କରନ୍ତି । ଏହି କାରଣରୁ ଗୀତଟି ସପନାଙ୍କ ନାଁରେ ସୁପରଡୁପର ହିଟ ହୋଇଛି ।

ଏହିଭଳି ଏବେ ବିବାହ ହେଉ କିମ୍ବା ପାର୍ଟି ସପନା ଚୌଧୁରୀଙ୍କ ଗୀତ ଖୁବ ଧୁମ ମଚାଇଛି । ଏହିଭଳି ଏବେ ୟୁଟ୍ୟୁବରେ ଏକ ଭିଡିଓ ଖୁବ ମାତ୍ରରେ ହିଟ ହେବାରେ ଲାଗିଛି । ଯେଉଁଥିରେ କିଛି ଝିଅ-ପୁଅ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More