Only for Entertainment

ଜୋରଦାର ଡ୍ୟାନ୍ସରେ ଦର୍ଶକଙ୍କୁ ଘାଇଲା କଲେ ସପ୍ନା ଚୌଧରୀ

56

ହରିୟାଣୀ ଡ୍ୟାନ୍ସର ସପ୍ନା ଚୌଧରୀ ନିଜ ନାଚଗୀତରେ ଲୋକଙ୍କୁ ଡ୍ୟାନ୍ସ କରିବା ପାଇଁ ବାଧ୍ୟ କରି ଦିଅନ୍ତି । ନିଜ ଲଟକ ଝଟକରେ ଲୋକଙ୍କୁ ଦିୱାନା କରୁଥିବା ସପ୍ନା ଚୌଧରୀଙ୍କ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡ଼ିଓରେ ଆପଣ ଦେଖି ପାରୁଥିବେ କିପରି ଲୋକ ସପ୍ନାଙ୍କ ଡ୍ୟାନ୍ସ ଦେଖି ଦିୱାନା ହୋଇ ଯାଉଛନ୍ତି ।

ସପ୍ନା ଚୌଧରୀଙ୍କ ଷ୍ଟେଜ ଶୋ ଲୋକଙ୍କୁ ବେଶ୍ ପସନ୍ଦ ଆସୁଛି । ଯେଉଁଭଳି ତାଙ୍କ ଶୋ’ରେ ଭିଡ଼ ଦେଖିବାକୁ ମିଳୁଛି ଆପଣ ଅନୁମାନ କରି ପାରୁଥିବେଯେ ସପ୍ନା ଚୌଧରୀଙ୍କ ଫ୍ୟାନ୍ସ ଲିଷ୍ଟ ଖୁବ ଲମ୍ବା । ସପ୍ନାଙ୍କ ଗୀତ ୟୁଟ୍ୟୁବରେ ମଧ୍ୟ ଚାଂଚଲ୍ୟ ସୃଷ୍ଟି କରୁଛି । ତାଙ୍କର ଏକ ଗୀତ ‘ଲାଡ ପିୟା’କୁ ଜବରଦସ୍ତ ରେସପନ୍ସ ମିଳୁଛି । ଏଥିରେ ସପ୍ନାଙ୍କ ଡ୍ୟାନ୍ସ ଷ୍ଟେପ ସମସ୍ତଙ୍କ ହୋଶ ଉଡ଼ାଇ ଦେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More