Only for Entertainment

କରୱା ଚୌଥରେ ଛାଇଲା ସପ୍ନା ଚୌଧରୀଙ୍କ ଗୀତ,୯ କୋଟି ଭ୍ୟୁଜ ।

youtube
41

ହରିୟାଣୀ ଡ୍ୟାନ୍ସର ଏବଂ ବିଗବସ ୧୧ର ପ୍ରତିଯୋଗୀ ସପ୍ନା ଚୌଧରୀଙ୍କ ଗୀତ ୟୁଟ୍ୟୁବରେ ଧମାଲ ମଚାଉଛି । କରୱା ଚୌଥ ଉପଲକ୍ଷେ ଏହି ଗୀତକୁ ଖୁବ ପସନ୍ଦ କରାଯାଉଛି । ଏହି ଗୀତକୁ ଏପର୍ଯ୍ୟନ୍ତ ୯ କୋଟି ଲୋକ ଦେଖି ସାରିଛନ୍ତି ।

ଏହା ଏକ ହରିୟାଣୀ ଗୀତ । ଯାହାର ନାମ ହେଉଛି ମେରା ଚାନ୍ଦ । ଏହି ଗୀତରେ ସପ୍ନାଙ୍କ ସହିତ ନବୀନ ନାରୁ ନଜର ଆସିଛନ୍ତି । ଗୀତକୁ ଗାଇଛନ୍ତି ରାଜ ମୱାର । ଗୀତରେ ସପ୍ନା ଏକ ବଧୂ ବେଶରେ ନଜର ଆସିଛନ୍ତି ।

ନିକଟରେ ସପ୍ନା ଚୌଧରୀ ବିହାରର ମଧେପୁରା ଜିଲ୍ଲାରେ ଏହି ଗୀତରେ ଲାଇଭ ଷ୍ଟେଜ ପର୍ଫମାନ୍ସ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More