Only for Entertainment

ଭାଇରାଲ ହେଲା ସପ୍ନା ଚୌଧରୀଙ୍କ ବ୍ରାଇଡଲ ଲୁକ ।

aajtak
21

ବିଗବସ ଫେମ ସପ୍ନା ଚୌଧରୀ ନିଜ ଷ୍ଟାଇଲିସ ଲୁକରେ ଏବେ ଖୁବ ଚର୍ଚ୍ଚାରେ ରହୁଛନ୍ତି । ଏବେ ସେ ତାଙ୍କ ନୂଆ ଲୁକରେ ସୋସିଆଲ ମିଡିଆରେ ଚାଂଚଲ୍ୟ ଖେଳାଇ ଦେଇଛନ୍ତି । ତାଙ୍କୁ ଏବେ ବ୍ରାଇଡଲ ଫଟୋସୁଟ କରିଥିବାର ଦେଖିବାକୁ ମିଳିଛି ।

ସପ୍ନା ଫଟୋସୁଟ କରି ଇଂଷ୍ଟାଗ୍ରାମରେ ଏହାକୁ ଶେୟାର କରିଛନ୍ତି । ଫଟୋରେ ସେ ଖୁବ ସୁନ୍ଦର ଏବଂ ଖୁସି ଥିବାର ନଜର ଆସିଛନ୍ତି । କମଳା ରଙ୍ଗର ଲେହେଙ୍ଗା ସହିତ ହେଭି ଅଳଙ୍କାର ତାଙ୍କୁ ସୁଟ କରୁଛି । ତେବେ ଫଟୋ ଦେଖିବା ପରେ ଆପଣ ମଧ୍ୟ କହିବେଯେ ସେ କୌଣସି ମଡେଲ ଠାରୁ କମ ଲାଗୁନାହାଁନ୍ତି ।

କହିରଖୁଛୁଯେ ଏହା ପୂର୍ବରୁ ସପ୍ନାଙ୍କ ମଡର୍ଣ୍ଣ ଲୁକ ଦେଖିବାକୁ ମିଳିଥିଲା । ଏବେ ମଧ୍ୟ ବ୍ରାଇଡଲ ଲୁକରେ ସେ ଖୁବ ଗ୍ଲାମରସ ଏବଂ ୟୁନିକ ଦେଖା ଯାଉଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More