Only for Entertainment

ସିଲ୍ପା ଏବଂ ବିକାଶଙ୍କ ପରେ ବିଗବସ ଘରକୁ ପ୍ରବେଶ କରିବେ ସପ୍ନା ଚୌଧରୀ?

indiatv
42

ବିଗବସ ଘରେ ପ୍ରତିଦିନ କିଛି ନା କିଛି ଟ୍ୱିଷ୍ଟ ଦେଖିବାକୁ ମିଳୁଛି । ଶୋ ବୋରିଙ୍ଗ ଲାଗୁଥିବାରୁ ନିର୍ମାତା କିଛ କିଛି ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି । ଆଜି ବିଗବସ ୧୧ ପ୍ରତିଯୋଗୀ ବିକାଶ ଗୁପ୍ତା ଏବଂ ସିଲ୍ପା ଘରକୁ ପ୍ରବେଶ କରିବେ । ଯେଉଁଥିରେ ଖୁବ ସାରା ମସ୍ତୀ ମଜାକ ଦେଖିବାକୁ ମିଳିବ ।

ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁସାରେ ବିକାଶ ଏବଂ ସିଲ୍ପାଙ୍କ ପରେ ହରିୟାଣୀ ଡ୍ୟାନ୍ସର ସପ୍ନା ଚୌଧରୀ ଦିପାବଳୀ ପାଳନ କରିବେ ବିଗବସ ଘରେ । କହି ରଖୁଛୁଯେ ସପ୍ନା ଆଁଖୋ କା ୟୋ କାଜୋଲ ଗୀତ ପାଇଁ ଖୁବ ପ୍ରସିଦ୍ଧ ।

ମରାଠୀ ବିଗବସ ବିଜୟିନୀ ମେଘାଙ୍କର ୱାଇଲଡ କାର୍ଡ଼ ପ୍ରବେଶ ପରେ ଘରେ ଟ୍ୱିଷ୍ଟ ଦେଖିବାକୁ ମିଳୁଛି । ତେବେ ସପ୍ନାଙ୍କ ପ୍ରବେଶ କେତେ ମଜାଦାର ହେବ ତାହା ଦେଖିବା ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More