Only for Entertainment

ଶକିବ ସଲିମଙ୍କ ରଙ୍ଗବାଜ ଟ୍ରେଲର ରିଲିଜ, ଗ୍ୟାଙ୍ଗଷ୍ଟର ଅନ୍ଦାଜରେ ଆସିଲେ ନଜର !

india today
33

ବଲିଉଡର ଅନେକ କଳାକାର କିଛିଦିନ ହେବ ୱେବ ସିରିଜରେ କାମ କରୁଥିବାର ନଜର ଆସୁଛନ୍ତି । ଯାହାପରେ ଏବେ ଅଭିନେତା ଶକିବ ସଲିମ ଏବେ ମଧ୍ୟ ରଙ୍ଗବାଜ କରୁଥିବାର ନଜର ଆସିବେ । ଆଜ୍ଞା ହଁ , ରେଶ ୩ ପରେ ଏବେ ଶକିବ ସଲିମ ଜ଼ୀ୫ ର ୱେବ ସିରିଜ ‘ରଙ୍ଗବାଜ’ରେ ନଜର ଆସିବେ । ଏହି ୱେବ ସିରିଜ ର ଟ୍ରେଲର ଆଜି ଲଂଚ କରାଯାଇଛି ।

ଏହି ଟ୍ରେଲରରେ ଶକିବ କମାଲ ରଙ୍ଗବାଜ ଦେଖାଉଥିବାର ନଜର ଆସିଛନ୍ତି । ଯେଉଁଥିରେ ସେ ଗ୍ୟାଙ୍ଗଷ୍ଟର ଶିବ ପ୍ରକାଶ ଶୁକ୍ଳା ଭୂମିକାରେ ନଜର ଆସିବେ । ଏହି କାହାଣୀ ୯୦ଦଶକ ର , ଯେଉଁ ସମୟରେ ଶିବ ପ୍ରକାଶ ଶୁକ୍ଳାଙ୍କ ଆତଙ୍କ ପୁରା ଉତ୍ତର ଭାରତରେ ବିସ୍ତାର କରିଥିଲା । ଯାହାର ଝଲକ ଟ୍ରେଲର ରେ ହିଁ ଦେଖିବାକୁ ମିଳିଛି ।

ଏହି ଫିଲ୍ମ ୨୨ଡିସେମ୍ବର ରେ “ଜି ୫”ରେ ରିଲିଜ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More